Only for Entertainment

ମଲାଇକା ନୁହଁନ୍ତି ବରଂ ଏହି ଅଭିନେତ୍ରୀଙ୍କ ସହିତ ଜମିବ ଅର୍ଜୁନଙ୍କ ଯୋଡ଼ି: ସିଦ୍ଧାର୍ଥ ମଲହୋତ୍ରା ଓ ଆଦିତ୍ୟ ରୟ କପୁର ।

bollywood tadka
42

ଅଭିନେତା ଆଦିତ୍ୟ ରୟ କପୁର ଏବଂ ସିଦ୍ଧାର୍ଥ ମଲହୋତ୍ରା ନିକଟରେ କରନଙ୍କ କଫି ୱିଦ କରନରେ ପହଂଚିଥିଲେ । ଯେଉଁଠାରେ ଉଭୟ ଖୁବ ମସ୍ତୀ କରିବା ସହିତ କେତେକ ରାଜ ଉପରୁ ପରଦା ଉଠାଇଲେ । ଏହି ମଧ୍ୟରେ ରାପିଡ ଫାୟାର ରାଉଣ୍ଡରେ କରନ ପ୍ରଶ୍ନ କଲେଯେ ଅର୍ଜୁନଙ୍କ ସହିତ କେଉଁ ଅଭିନେତ୍ରୀଙ୍କୁ ଯୋଡ଼ି ଭାବରେ ଦେଖିବାକୁ ଚାହିଁବେ ।
ଆଶ୍ଚର୍ଯ୍ୟକର କଥା ହେଉଛି ଦୁଇଜଣଙ୍କ ଉତ୍ତର ଗୋଟିଏ ଥିଲା । ଉଭୟ ପରିଣୀତି ଚୋପ୍ରାଙ୍କ ନାମ ଏକା ସାଙ୍ଗରେ ନେଲେ । କେହି ମଧ୍ୟ ମଲାଇକାଙ୍କ ନାମ ନେଲେ ନାହିଁ । ତେବେ ମଲାଇକା ଏବଂ ଅର୍ଜୁନଙ୍କ ସଂପର୍କ ବିଷୟରେ ତ ଆପଣ ନିହାତି ଜାଣିଥିବେ ।

କହିରଖୁଛୁଯେ ଅର୍ଜୁନ ଏବଂ ମଲାଇକା ଏପର୍ଯ୍ୟନ୍ତ ନିଜ ସଂପର୍କକୁ ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହାଁନ୍ତି । କିନ୍ତୁ ଅଧିକାଂଶ ସମୟରେ ଦୁଇଜଣଙ୍କୁ ଏକା ସାଙ୍ଗରେ ସ୍ପଟ କରାଯାଏ । ଉଭୟ ଅଫେୟର ଖବରକୁ ସବୁବେଳେ ଉଡ଼ା ଖବର ବୋଲି କହି ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More