Only for Entertainment

Women Of Kalank : ଆଲିଆ, ମାଧୁରୀଙ୍କ ପରେ ସାମ୍ନାକୁ ଆସିଲା ସୋନାକ୍ଷୀ ସିହ୍ନାଙ୍କ ଫାଷ୍ଟ ଲୁକ

News18
31

ଫିଲ୍ମ ‘କଳଙ୍କ’ରୁ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଫିଲ୍ମରେ ସୋନାକ୍ଷୀଙ୍କ ନାଁ ରହିଛି ସତ୍ୟା ଚୌଧରୀ । ଫଟୋକୁ ଦେଖିଲେ ଜଣା ପଡୁଛି ଯେ, ଫିଲ୍ମରେ ସୋନାକ୍ଷୀ ଜଣେ ବିବାହିତ ମହିଳା ଭୂମିକାରେ ନଜର ଆସିବେ । ଫଟୋରେ ସେ ଖୁବ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଏହି ପୋଷ୍ଟରକରୁ ସୋନାକ୍ଷୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

 

 

View this post on Instagram

 

Love, longing, integrity and sacrifice… this is what SATYA stands for. #womenofkalank #kalank

A post shared by Sonakshi Sinha (@aslisona) on

ଏହା ପୂର୍ବରୁ ଆଲିଆ ଏବଂ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ଫଟୋ ସାମ୍ନାକୁ ଆସିଥିଲେ । ଫଟୋରେ ସୋନାକ୍ଷୀଙ୍କ ପରେ ଦୁହେଁ ରେଡ ଆଉଟଫିଟରେ ନଜର ଆସିଥିଲେ ।

 

 

View this post on Instagram

 

Free, bound only by love! This is Roop! @aliaabhatt #WomenOfKalank #Kalank

A post shared by Sonakshi Sinha (@aslisona) on

କହିରଖୁଛୁ ଯେ, ଏପର୍ଯ୍ୟନ୍ତ ଫିଲ୍ମର ସମସ୍ତ ଷ୍ଟାରଙ୍କ ଫଟୋ ସାମ୍ନାକୁ ଆସି ସାରିଛି । ଫିଲ୍ମରେ ସୋନାକ୍ଷୀ, ଆଲିଆ ଏବଂ ମାଧୁରୀଙ୍କ ବ୍ୟତିତ ବରୁଣ ଧୱନଙ୍କ, ଆଦିତ୍ୟ ରୟ କପୁର ଏବଂ ସଂଜୟ ଦତ୍ତ ପରି କଳାକାର ନଜର ଆସିବେ । ଫିଲ୍ମ ଏପ୍ରିଲ ମାସରେ ପରଦାକୁ ଆସିବ ।

 

 

View this post on Instagram

 

The most beautiful and enchanting Bahaar Begum is here! @madhuridixitnene ❤️ #womenofkalank #kalank

A post shared by Sonakshi Sinha (@aslisona) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More