Only for Entertainment

ଜମିବ ଅନୁପ ଜଲୋଟା ଏବଂ ଜସଲିନଙ୍କ ଯୋଡ଼ି ।

aajtak
32

ବିଗବସରେ ଚର୍ଚ୍ଚିତ ଯୋଡ଼ି ଥିଲେ ଅନୁପ ଜଲୋଟା ଏବଂ ଜସଲିନମାଥାରୁ କହିଲେ ଭୁଲ ହେବ ନାହିଁ । ନିଜର ଭିନ୍ନ ପ୍ରକାରର କେମେଷ୍ଟ୍ରିକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ ଏହି ଦୁଇ ପ୍ରତିଯୋଗୀ । ଅବଶ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ବାହାରକୁ ଆସିବା ପରେ ସମସ୍ତ କଥାପୁ ଖଣ୍ଡନ କରିଥିଲେ ଅନୁପ । ତାଙ୍କ କହିବା ମୁତାବକ ସେମାନେ କେବଳ ଗୁରୁ ଏବଂ ଶିଷ୍ୟ । ବିଗବସରେ ପ୍ରତିଯୋଗୀ ଭାବରେ ଯିବା ପାଇଁ ଏହା ଥିଲା ତାଙ୍କ ପୂର୍ବ ଉପାୟ ।

ନିକଟରେ ପୁଣିଥରେ ଏହି ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି । ବାସ୍ତବରେ ଜସଲିନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଅନୁପ ଜଲୋଟାଙ୍କ ସହିତ ରିହର୍ସଲ କରୁଥିବାର ନଜର ଆସିଛନ୍ତି । ତେବେ କ୍ୟାପ୍ସନରେ ଜସଲିନ ଲେଖିଛନ୍ତିଯେ ଅନୁପ ଜଲୋଟାଙ୍କ ସହିତ ମୋ ପ୍ରିୟ ଗୀତ ଗାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More