Only for Entertainment

ଏଗଜିଟ ପୋଲ ଆସିବା ମାତ୍ରେ ରିଲ ଲାଇଫ ମୋଦି ଶେୟାର କଲେ ମଜାଦାର ମିମ, ଏହି ଷ୍ଟାର ମଧ୍ୟ କଲେ ଟ୍ୱିଟ ।

bollywood tadka
27

ଲୋକସଭା ନିର୍ବାଚନ ୨୦୧୯ ଭୋଟିଂ ପରେ ଏବେ ସମସ୍ତଙ୍କ ନଜର ରହିଛି ୨୩ ତାରିଖ ଭୋଟ ଗଣତି ଉପରେ । ସାଧାରଣ ଲୋକଙ୍କ ଭଳି ବଲିଉଡ ଷ୍ଟାର ମଧ୍ୟ ଏହାର ଅପେକ୍ଷାରେ ଅଛନ୍ତି । କିନ୍ତୁ ଏଗଜିଟ ପୋଲ ଉପରେ ଯଦି ନଜର ପକାଯାଏ ତେବେ ଜିତିବେ ତ ମୋଦି । ଏହି ମଧ୍ୟରେ ଆକ୍ଟର ବିବେକ ଓବରୟ ଏଗଜିଟ ପୋଲକୁ ନେଇ ଏକ ମଜାଦାର ମିମ କରିଛନ୍ତି ।

ମିମର ସବୁଠାରୁ ପ୍ରଥମରେ ସଲମାନ ଏବଂ ଐଶ୍ୱରୀୟାଙ୍କ ଫଟୋ ରହିଛି । ଦ୍ୱିତୀୟରେ ବିବେକ ଏବଂ ଐଶ । ଏବଂ ତୃତୀୟରେ ଅଭିଷେକ, ଆରାଧ୍ୟା ଏବଂ ଐଶଙ୍କ ଫଟୋ ରହିଛି । କ୍ୟାପ୍ସନରେ ଲେଖିଛନ୍ତି ଓପିନିଅନ ପୋଲ । ଦ୍ୱିତୀୟରେ ଏଗଜିଟ ପୋଲ ଏବଂ ତୃତୀୟରେ ରେଜଲ୍ଟ ।

ଏଗଜିଟ ପୋଲ ପରେ ପରେଶ ରାୱଲ ଲେଖିଛନ୍ତି ଲୋନ ରେଂଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More