Only for Entertainment

ନିର୍ବନ୍ଧ ସେରମନି ପରେ ନିକ ଜୋନସ ପ୍ରିୟଙ୍କାଙ୍କୁ ଦେଲେ ଏହି ନାମ ।

pinkvilla
0 53

ପ୍ରିୟଙ୍କା ଏବଂ ନିକଙ୍କ ସଂପର୍କକୁ ଏକ ନୂଆ ନାମ ମିଳିବାକୁ ଯାଉଛି । ପ୍ରିୟଙ୍କା ନିକଙ୍କ ସହିତ ନିଜର ଫଟୋ ପୋଷ୍ଟ କରି ସଂପର୍କର ଏକ ଆଧିକାରୀକ ଘୋଷଣା କରିଛନ୍ତି । ତାଜା ଖବର ଅନୁସାରେ ଦୁଇ ଜଣଙ୍କର ମୁମ୍ବାଇରେ ପଂଜାବୀ ରୀତି ନୀତିରେ ନିର୍ବନ୍ଧ ସେରମନି ପାଳନ କରାଯାଇଛି ।

ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିଯେ ହୃଦୟ ଏବଂ ମନ ସହିତ ନିଜର କଲି । ଠିକ ସେହିଭଳି ନିକ ମଧ୍ୟ ଫଟୋ ପୋଷ୍ଟ କରି ଲେଖିଛନ୍ତିେ. ଭବିଷ୍ୟତର ମିସେସ ଜୋନସ,ମୋ ହାର୍ଟ ଏବଂ ଲଭ । ତେବେ ସେରମନିକୁ ଖୁବ ପ୍ରାଇଭେଟ ରଖାଯାଇଛି । ସେଠାରେ ସାମାନ୍ୟ କିଛି ବନ୍ଧୁ ବାନ୍ଧବ ପହଂଚିଥିଲେ ।

ପ୍ରିୟଙ୍କା ନିଜ ଘରେ ପୂଜା ରଖିଥିଲେ,ସେଠାକୁ ସେ ନିକଙ୍କ ବାପା ଓ ମା’ଙ୍କୁ ଡାକିଥିଲେ । ସେମାନେ ମଧ୍ୟ ଭାରତୀୟ ପରମ୍ପରା ଅନୁସାରେ ବେଶ ପୋଷାକ ଧାରଣ କରିଛନ୍ତି । ଏହାପରେ ନିର୍ବନ୍ଧ ପାର୍ଟି ହେବ । ଏହି ବର୍ଷ ଦୁ ଜଣଙ୍କ ବିବାହ ହେବ ବୋଲି ମଧ୍ୟ ଖବର ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More