Only for Entertainment

ଜୁହି ପରମାରଙ୍କ ପରେ ଏବେ ଏହି ଟିଭି ଆକ୍ଟରଙ୍କର ହେଲା ଡିଭୋର୍ସ,୩ ବର୍ଷ ମଧ୍ୟ ତିଷ୍ଠି ପାରିଲେ ନାହିଁ ।

bollywoodshaadis.com
0 53

ଗତ କିଛି ଦିନ ପୂର୍ବରୁ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ପରମାର ପତି ସଚ୍ଚିନଙ୍କ ଠାରୁ ଡିଭୋର୍ସ ନେଇଛନ୍ତି । ଏହାପରେ ଖବର ଆସିଲାଯେ ଅଭିନେତ୍ରୀ ତୋରଲ ରସପୂତ୍ରଙ୍କର ଡିଭୋର୍ସ ହୋଇଛି । ଏବେ ଟିଭି ଜଗତର ଅନ୍ୟ ଏକ ଡିଭୋର୍ସ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଟିଭିର ପ୍ରସିଦ୍ଧ ଆକ୍ଟର ଅବିନାଶ ସଚଦେବ ଶାଲମାଲୀ ଦେଶାଇଙ୍କ ଠାରୁ ଡିଭୋର୍ସ ନେଇଛନ୍ତି ।

ସ୍ୱଟବଏର ରିପୋର୍ଟ ଅନୁସାରେ ଅବିନାଶ ନିଜେ ଏହି କଥା କହିଛନ୍ତି । ଦୁଇ ଜଣ ୧୨ ଜୁନ ୨୦୧୫ରେ ବିବାହ କରିଥିଲେ । ଦୁଇ ଜଣ ଲମ୍ବା ସମୟ ଧରି ପରସ୍ପରକୁ ଡେଟ କରିବା ପରେ ବିବାହ କରିଥିଲେ ।

ଶାଲମାଲୀଙ୍କୁ ଅନୁଭବ ହେଉଥିଲାଯେ ଅବିନାଶଙ୍କ ସଂପର୍କ ଅନ୍ୟ କୌଣସି ମହିଳାଙ୍କ ସହିତ ଥିଲା । ଗତ ୧ ବର୍ଷ ଧରି ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଖୁବ ଝଗଡ଼ା ହେଉଥିଲା । ଦୁଇ ଜଣଙ୍କ ପରିବାର ସଂପର୍କକୁ ଯୋଡ଼ିବ ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ କିଛି ସୁଧାର ନ ଆସିବାରୁ ଦୁଇ ଜଣ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ । ‘ଇସ ପ୍ୟାର କୋ କ୍ୟା ନାମ ଦୁଁ’ର ଦ୍ୱିତୀୟ ସିଜନରେ ଦୁଇ ଜଣଙ୍କୁ ପ୍ରେମ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More