Only for Entertainment

ନେଟଫ୍ଲିକ୍ସର ସେକ୍ରେଡ ଗେମ୍ସକୁ ଟକ୍କର ଦେବା ଲାଗି ଆମାଜନ ଆଣିଲା ‘ମିର୍ଜାପୂର’ !

hindustantimes
48

ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ଏବଂ ସୈଫ ଅଲ୍ଲୀ ଖାନଙ୍କ ସେକ୍ରେଡ ଗେମ୍ସକୁ ଜବରଦସ୍ତ ସଫଳତା ମିଳିବା ପରେ ଏବେ ଆମାଜନ ‘ମିର୍ଜାପୂର’ଉପରେ ଆଧାରିତ ଏକ ୱେବ ସିରିଜ ନେଇ ଆସୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ମିର୍ଜାପୁର ସିରିଜ ରେ ଦେଖାଯାଇଥିବା ବନ୍ଧୁକ ଏବଂ ଡ୍ରଗ ମାଫିଆଙ୍କ କାହାଣୀ ଏବଂ ସହରର ଖରାପ ରାଜନୀତିକୁ ନେଇ ପୂର୍ବାଂଚଳ ସହରକୁ ନେଇ ସତ ଘଟଣା ଉପରେ ଆଧାରିତ ଏବଂ ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ , ଦିବ୍ୱେନ୍ଦୀ ଏବଂ ଅଲ୍ଲୀ ଫଜଲଙ୍କ ଭଳି ବଲିଉଡ ଷ୍ଟାର ଦେଖିବାକୁ ମିଳିବେ । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More