Only for Entertainment

ପୁଣିଥରେ ନଜର ଆସିବ ଶାହାରୁଖ ଓ କାଜୋଲଙ୍କ ଯୋଡ଼ି?

The Indian Express
0 38

ବଲିଉଡ ସୁପରଷ୍ଟାର ଶାହାରୁଖ ଓ କାଜୋଲ ‘କୁଛ କୁଛ ହୋତା ହୈ’,କଭି ଖୁସି କଭି ଗମ ଓ ମାଇ ନେମ ଇଜ ଖାନ ଭଳି ଫିଲ୍ମରେ କାମ କରିଛନ୍ତି ଏବଂ ନିଜର ବେଷ୍ଟ ମଧ୍ୟ ଦେଇଛନ୍ତି । ଖବର ଅନୁସାରେ ଏହି ଯୋଡ଼ି ପୁଣିଥରେ ପରଦାକୁ ଫେରିପାରନ୍ତି । ଏକ ନ୍ୟୁକ ପୋର୍ଟାଲର ଖବର ଅନୁସାରେ ଏହି ଦୁଇ ଯୋଡ଼ି କରଣଙ୍କ ଫିଲ୍ମରେ ନଜର ଆସିପାରନ୍ତି ।

ଏହା ମଧ୍ୟ ଖବର ରହିଛିଯେ କରଣ ତାଙ୍କର ଆଗାମୀ ଫିଲ୍ମ ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ କରୁଛନ୍ତି । ଏହି ମଧ୍ୟରେ ସେ ଶାହାରୁଖ ଏବଂ କାଜୋଲଙ୍କୁ ସଂପର୍କ କରିଛନ୍ତି । ଶେଷ ଥର ପାଇଁ ଶାହାରୁଖ ଓ କାଜୋଲ ଫିଳ୍ମ ‘ଦିଲୱାଲେ’ରେ ନଜର ଆସିଥିଲେ ।
ଅପକମିଂ ଫିଲ୍ମ ବିଷୟରେ ଆଲୋଚନା କରିବା ତ ଶାହାରୁଖ ଖୁବଶୀଘ୍ର ଫିଲ୍ମ ଜିରୋରେ ନଜର ଆସିବେ । ଅନ୍ୟପାଶ୍ୱର୍ରେ କାଜୋଲ ହଲିଉଡର ‘ଇନକ୍ରେଡିବଲ ଟୁ’ ପାଇଁ ଭଏସ ଦେଇଛନ୍ତି । ଦେଖିାକୁ ପଡ଼ିବ ଏହି ସୁପରହିଟ ଯୋଡ଼ି ପ୍ରସିଦ୍ଧ ନିର୍ମାତା କରଣ ଜୋହରଙ୍କ ସହିତ କେଉଁଭଳି କମାଲ ଦେଖାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More