Only for Entertainment

ପୁଣିଥରେ ନଜର ଆସିଲା ହିତେନ ଏବଂ ଅର୍ଶୀଙ୍କ କେମେଷ୍ଟ୍ରି, ମେରେ ରସ୍କେ କମରରେ କଲେ ଡ୍ୟାନ୍ସ ।

aajtak
0 43

ନିକଟରେ ଅର୍ଶୀ ଖାନ ଏବଂ ହିତେନ ତେଜୱାନି ଜିଟିଭିର ପପୁଲାର ଶୋ ଜଜବାତରେ ନଜର ଆସିଛନ୍ତି । ସୁଟିଂର ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ଅର୍ଶୀ ହିତେନଙ୍କ ସହିତ ହିଟ ଗୀତ ମେରେ ରସ୍କେ କମରରେ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି ।

ଅବଶ୍ୟ ଏହି ଡ୍ୟାନ୍ସ ସେହି ଦୁଇଜଣଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଟ୍ରିଟ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି । ଅର୍ଶୀ ଡ୍ୟାନ୍ସ ମୁଡରେ ଥିବା ସମୟରେ ହିତେନ ତାଙ୍କ ଠାରୁ ବଂଚିବାକୁ ଚେଷ୍ଟା କରୁଛନ୍ତି । ଦୁଇଜଣ ମେଁ ତେରୀ ଦୁସ୍ମନ ଗୀତରେ ମଧ୍ୟ ଡ୍ୟାନ୍ସ କରିଥିବା ନଜର ଆସିଛି ।

 


ବିଗବସରେ ହିତେନଙ୍କ ସହିତ ଅର୍ଶୀଙ୍କର ନଟଖଟ କାମ ଖୁବ ଚର୍ଚ୍ଚାରେ ରହିଥିଲା । ଅର୍ଶୀ ସବୁବେଳେ ହିତେନଙ୍କ ସହିତ ଫ୍ଲର୍ଟ କରୁଥିବା ନଜର ଆସିଛନ୍ତି । କିନ୍ତୁ ଲାଜକୁଳା ସ୍ୱଭାବର ହିତେନ ସର୍ବଦା ତାଙ୍କ ଠାରୁ ଦୂରରେ ରହୁଥିଲେ । ଦର୍ଶକତ ଏହି କେମେଷ୍ଟ୍ରିକୁ ଖୁବ ପସନ୍ଦ କରୁଥିଲେ କିନ୍ତୁ ସଲମାନ ମଧ୍ୟ ଦୁଇଜଣଙ୍କୁ କମେଂଟ କରିବା ମଧ୍ୟ ଛାଡ଼ିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More