Only for Entertainment

ଅମିତାଭ ବଚ୍ଚନଙ୍କ ନାତିଙ୍କ ସହିତ ନଜର ଆସିଲେ ଶାହାରୁଖଙ୍କ ଝିଅ ସୁହାନା,ଫଟୋ ଭାଇରାଲ ।

bollywood tadka
0 50

ଶାହାରୁଖଙ୍କ ଝିଅ ସୁହାନା ବଲିଉଡର ପ୍ରସିଦ୍ଧ ଷ୍ଟାର କିଡସ ମାନଙ୍କ ମଧ୍ୟରୁ ଜଣେ । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୁହାନା,ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହିତ ନଜର ଆସିଛନ୍ତି । ଖବର ଅନୁସାରେ ଏହି ଷ୍ଟାର କିଡସ ସାଙ୍ଗ ମାନଙ୍କ ସହିତ ଡିନର ପାର୍ଟିରେ ଯାଇଥିଲେ । ତେବେ ଶ୍ୱେତା ଓ ନିଖିଲଙ୍କ ପୁଅ ହେଉଛନ୍ତି ଅଗସ୍ତ୍ୟ ।

ସୁହାନା ଏବଂ ଅଗସ୍ତ୍ୟ ଖୁବ ଭଲ ସାଙ୍ଗ । କେବଳ ସେତିକି ନୁହଁନ୍ତି ଦୁଇଜଣ ପିଲାଦିନର ସାଙ୍ଗ । ପିଲାମାନେଯେ କେବଳ ଭଲ ସାଙ୍ଗ ତାହା ନୁହେଁ ବରଂ ସେମାନଙ୍କ ପ୍ୟାରେଂଟସ ମଧ୍ୟ ଖୁବ ଭଲ ସାଙ୍ଗ । ଦୁଇ ଫ୍ୟାମିଲିକୁ ପ୍ରାୟ ଏକା ସାଙ୍ଗରେ ଦେଖବାକୁ ମିଳିଥାଏ ।

ଖବର ମୁତାବକ ସୁହାନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି । ତେବେ ଶାହାରୁଖ ଖାନ କୋଲକାତା ଟିମର ଓନର । ଆଇପିଏଲ ମ୍ୟାଚ ଯୋଗୁଁ ଶାହାରୁଖଙ୍କ ସହିତ ସୁହାନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More