Only for Entertainment

ସୋସିଆଲ ମିଡିଆରେ ଚହଳ ପକାଉଛି ଫେସ୍ ଆପ, ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ…… !

127

ସୋସିଆଲ ମିଡିଆରେ ଆସିବା ଦିନ ଠାରୁ କିଛି ନା କିଛି ୟୁନିକ ଟ୍ରେଣ୍ଡ ଚାଲିଛି । କେତେବେଳେ ବୋତଲ କ୍ୟାପ ଚ୍ୟାଲେଂଜ ତ କେତେବେଳେ ଫିଟନେସ ଚ୍ୟାଲେଂଜ ଆସିବା ଦିନ ଠାରୁ ଭାଇରାଲ ହେବାରେ ଲାଗିଛି । ସେହିଭଳି ଏବେ ସୋସିଆଲ ମିଡିଆରେ ଫେସଆପ ଟ୍ରେଣ୍ଡ ହେବାରେ ଲାଗିଛି ।  ସେଲିବ୍ରିଟି ଠାରୁ ଆରମ୍ଭ କରି କ୍ରିକେଟ ଏବଂ ସାଧାରଣ ଲୋକଙ୍କ ପାଖରେ ଏହାର କ୍ରେଜ ଦେଖିବାକୁ ମିଳିଛି ।

ସେଲିବ୍ରିଟି ନିଜ ଇନଷ୍ଟାଗ୍ରାମ ତଥା ଟ୍ୱିଟରରେ ନିଜର ବୟସ୍କ ହେବାର ଫଟୋ ଶେୟାର କରିବାରେ ଲାଗିଛନ୍ତି । ଯାହା କିଛି କ୍ଷଣ ମଧ୍ୟରେ ଭାଇରାଲ ହୋଇଯାଉଛି । ସେହିଭଳି ଏହି ଆପ୍ ରେ ହୋଇଥିବା ସେଲିବ୍ରିଟି ଦୀପିକା ଏବଂ ଅର୍ଜୁନ କପୂରଙ୍କ ଫଟୋକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ଯାହା ଫେସବୁକରେ ସାଜିଛି ବେଷ୍ଟ ମିମ୍ସ ।

 

View this post on Instagram

 

❤perfect

A post shared by RANVEERSINGH (@ranveersingh_updates) on

ସେହିଭଳି ବରୁଣ ଧୱନ ମଧ୍ୟ ନିଜ ଫଟୋ ଶେୟାର କରିଛନ୍ତି ।

ତେବେ ଫେସବୁକରେ କ୍ରିକେଟରଙ୍କ ଫଟୋ ମଧ୍ୟ ଟ୍ରେଣ୍ଡ ହେବାରେ ଲାଗିଛି । ଯାହାକୁ ୟୁଜର୍ସ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏଠାରେ ଦେଖନ୍ତୁ ଫେସଆପ ବ୍ୟବହାର କରି କିଭଳି ଦିଶୁଛନ୍ତି ଆପଣଙ୍କ ପ୍ରିୟ ଷ୍ଟାର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More