ଐଶ୍ଚର୍ଯ୍ୟାଙ୍କୁ ଘରେ ଏହି ନାମରେ ଡକାଯାଏ ।
ଐଶ୍ଚର୍ଯ୍ୟା କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଖୁବ ନାମ କରିଛନ୍ତି ।ନିଜ ସୁନ୍ଦରତାରେ ସମସ୍ତଙ୍କୁ ଦିୱାନା କରିଥିବା ଐଶ୍ଚର୍ଯ୍ୟାଙ୍କୁ ସମସ୍ତେ ଖୁବ ପସନ୍ଦ କରନ୍ତି ।ଐଶଙ୍କୁ ତାଙ୍କ ଘର ଲୋକ ତ ପସନ୍ଦ କରନ୍ତି,କିନ୍ତୁ ତାଙ୍କ ବାପାଙ୍କ ଘରେ ମଧ୍ୟ ତାଙ୍କୁ ସମସ୍ତେ ଖୁବ ପସନ୍ଦ କରନ୍ତି । ତାଙ୍କ ସିଷ୍ଟର ଇନ ଲ ଏହି କଥାର ଖୁଲାସା କରିଛନ୍ତିଯେ ତାଙ୍କୁ ଘରେ କେଉଁ ନାମରେ ଡାକନ୍ତି ।
ଐଶଙ୍କ ଭାଉଜ ଶ୍ରୀମାଙ୍କୁ ଇଂଷ୍ଟାରେ ଜଣେ ପ୍ରଶ୍ନ କଲେଯେ ପିଲାମାନେ ଯେତେବେଳେ ପଚାରନ୍ତି ତାଙ୍କ ଆଂଟି କେତେ ପ୍ରସିଦ୍ଧ ଆପଣ କ’ଣ ଉତ୍ତର ଦିଅନ୍ତି ।ଶ୍ରୀମା କହିଲେଯେ ଏହି ବିଷୟରେ କେବେ ଆଲୋଚନା ହୋଇନାହିଁ ।ଘରେ ପିଲାମାନେ ଐଶଙ୍କୁ ଗୁଲୁ ମମି ନାମରେ ଡାକନ୍ତି ।ପିଲା ମାନଙ୍କ ସହିତ ତାଙ୍କର ଏକ ଖାସ ସଂପର୍କ ରହିଛି ।