Only for Entertainment

‘ମଦର୍ସ ଡେ’ରେ ଝିଅ ଆରାଧ୍ୟାଙ୍କ ସହିତ ଭିଡିଓ ସେୟାର କଲେ ଐଶ୍ୱର୍ଯ୍ୟା, ଭିଡିଓ ଭାଇରାଲ ।

ndtv
0 49

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୭୧ ତମ କାନ୍ସ ଫେଷ୍ଟିଭାଲରେ ଝିଅ ଆରାଧ୍ୟାଙ୍କ ସହିତ ପହଁଚିଛନ୍ତି । କାନ୍ସର ରେଡ କାର୍ପେଟରେ ନଜର ଆସିବା ପୂର୍ବରୁ ଐଶ୍ୱର୍ଯ୍ୟ ଇନଷ୍ଟା ଜଏନ କରି ତାଙ୍କର ଫ୍ୟାନମାନଙ୍କୁ ସୁନ୍ଦର ଭେଟି ଦେଇଛନ୍ତି । ଇନଷ୍ଟା ଡେବ୍ୟୁ କରିବା ପରେ ଐଶ୍ୱର୍ଯ୍ୟା ଝିଅ ଆରଧ୍ୟା ସହିତ ପ୍ରଥମ ସେୟାର କରିଥିଲେ । ଏହା ପରେ ‘ମଦର୍ସ ଡେ’ ଅବସରରେ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଝିଅ ଆରାଧ୍ୟା ସହିତ ଏକ ଭିଡିଓ ସେୟାର କରିଛନ୍ତି ।

ଦେଖନ୍ତୁ ଭିଡିଓ…

Circle of Life ??✨

A post shared by AishwaryaRaiBachchan (@aishwaryaraibachchan_arb) on

କାନ୍ସରେ ନିଜ ଦ୍ୱିତୀୟ ଆପିୟରାନ୍ସ ପାଇଁ ଯିବା ସମୟରେ ପ୍ରସ୍ତୁତ କରାଯାଇଛି । ଭିଡିଓକୁ ସେୟାର କରି ଐଶ୍ୱର୍ଯ୍ୟା କ୍ୟାପସନ ଦେଇଛନ୍ତି Circle of Life ??✨. । ଐଶ୍ୱର୍ଯ୍ୟାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

And I was born…again…?✨

A post shared by AishwaryaRaiBachchan (@aishwaryaraibachchan_arb) on

ଐଶ୍ୱର୍ଯ୍ୟା ଇନଷ୍ଟାର ପ୍ରଥମ ଫଟୋ ଝିଅ ଆରାଧ୍ୟାଙ୍କ ସହିତ ଦେଇଥିଲେ । ଏହି ଫଟୋ ଆରାଧ୍ୟା ଜନ୍ମଦେବା ସମୟର । ଯେଉଁଥିରେ ସେ ଆରାଧ୍ୟାଙ୍କୁ ହାତରେ ଧରି ବସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More