Only for Entertainment

ଷ୍ଟେଜରେ ଜୋରଦାର ଡାନ୍ସ କଲେ ଆରାଧ୍ୟା, କିଛି ଏଭଳି ଅଭିଶେକ ଏବଂ ଐଶ୍ୱର୍ଯ୍ୟା କଲେ ଚିୟର !

25

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ଅନେକ ସମୟରେ ଲାଇମ ଲାଇଟରେ ରୁହନ୍ତି । ବଲିଉଡ ଫଙ୍କସନ ହେଉ କି ପାର୍ଟି ଆରାଧ୍ୟା ସବୁବେଳେ ନିଜ ମା ଐଶ୍ୱର୍ଯ୍ୟାଙ୍କ ସହ ନଜର ଆସନ୍ତି । ନିକଟରେ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ଆରାଧ୍ୟା । ଅମିତାଭ ବଚ୍ଚନଙ୍କ ନାତୁଣୀ ନିକଟରେ ଶିମେକ ଡାବର ଇଂଷ୍ଟିଚ୍ୟୁଟ ଫର ପରଫର୍ମିଂ ଆଟର୍ସରେ ଜବରଦସ୍ତ ପରଫର୍ମ କରିଥିଲେ ।

 

View this post on Instagram

 

#aradhyabachchan performance today for summerfunk show

A post shared by Viral Bhayani (@viralbhayani) on

ଆରାଧ୍ୟା ‘ସମର ଫଙ୍କ୨୦୧୯’କାର୍ଯ୍ୟକ୍ରମରେ ନିଜ ପରଫର୍ମାନ୍ସ ଦେଇଛନ୍ତି । ଏଥିରେ ଆରାଧ୍ୟାଙ୍କୁ ସପୋର୍ଟ କରିବାକୁ କେବଳ ବାପା-ମା’ ନୁହଁନ୍ତି ବରଂ ଜେଜେମା ଏବଂ ପିଉସୀ ଶ୍ୱେତା ବଚ୍ଚନ ମଧ୍ୟ ଯୋଗ ଦେଇଥିଲେ ।

 

View this post on Instagram

 

#aradhyabachchan cool entry today for @shiamakofficial #summerfunk25years @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

#jayabachchan #abhishekbachchan and #shwetabachchannanda at #summerfunk25years @viralbhayani

A post shared by Viral Bhayani (@viralbhayani) on


ସାମ୍ନାକୁ ଆସିଥିବା ଭିଡିଓରେ ଆପଣ ଦେଖି ପାରୁଥିବେ ଆରାଧ୍ୟା କୌଣସି ପ୍ରଫେସନାଲ ଡାନ୍ସରଙ୍କ ଠାରୁ କମ ଲାଗୁନାହାନ୍ତି । କେବଳ ସେତିକି ନୁହେଁ ଐଶ୍ୱର୍ଯ୍ୟ ଏବଂ ଅଭିଶେକ ନିଜ ଝିଅ ଆରାଧ୍ୟାଙ୍କୁ ଲଗାତାର ଚିୟର କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More