Only for Entertainment

ମା’ ଐଶ୍ୱର୍ଯ୍ୟାଙ୍କ ବଟରଫ୍ଲାଏ ଗାଉନରେ ଶୋଇ ଆରାଧ୍ୟା ଦେଲେ ପୋଜ, ଫଟୋ ଭାଇରାଲ

bollywood tadka
0 55

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୮ରେ ଐଶ୍ୱର୍ଯ୍ୟାଙ୍କ ଲୁକକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ପଥମ ଦିନରେ ଐଶ ବଟରଫ୍ଲାଏ ଗାଉନରେ ନଜର ଆସିଥିବା ବେଳେ ଦ୍ୱିତୀୟ ଦିନ ରେଡ କାର୍ପେଟରେ ସିଲଭର ଗାଉନରେ ନଜର ଆସିଥିଲେ । ମା’ ଐଶ୍ୱର୍ଯ୍ୟାଙ୍କ ପରି ଆରାଧ୍ୟାଙ୍କ କ୍ୱୁଟ ଅନ୍ଦାଜ ମଧ୍ୟ ଚର୍ଚ୍ଚାରେ ରହିଛି ।

ନିକଟରେ ଐଶ୍ୱର୍ଯ୍ୟା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କ କାନ୍ସ ରେଡ କାର୍ପେଟ ଡ୍ରେସ ବଟରଫ୍ଲାଏ ଗାଉନରେ ଶୋଇ ପୋଜ ଦେଇଥିବା ଦେଖିବାକୁ ମିଳିଛି । ଆରାଧ୍ୟାଙ୍କ ଏହି କ୍ୱୁଟ ଲୁକକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫଟୋ ସେ ୟାକ କରି ଐଶ୍ୱର୍ଯ୍ୟା ଲେଖିଥିଲେ ସନସାଇନ ଆଣ୍ଡ ରେନବୋଜ ।

image

ଦେଖନ୍ତୁ ଆରାଧ୍ୟାଙ୍କ ଆଉ କିଛି ଫଟୋ

imAGE

aaradhya

aaradhya1

aaradhya2

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More