Only for Entertainment

ଜନ୍ମଦିନରେ ପତି ଏବଂ ଝିଅଙ୍କ ସହିତ ଏହି ଅନ୍ଦାଜରେ ନଜର ଆସିଲେ ଐଶ୍ୱର୍ଯ୍ୟା, ଦେଖନ୍ତୁ ଫଟୋ ।

bollywood life
23

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନକୁ ସେଲିବ୍ରେଟ କରୁଥିବାର ନଜର ଆସିଛନ୍ତି । ଜନ୍ମଦିନରେ ଐଶ୍ୱର୍ଯ୍ୟା ପତି ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହିତ ନଜର ଆସିଛନ୍ତି । ଐଶ୍ୱର୍ଯ୍ୟା ପତି ଏବଂ ଝିଅ ସହିତ ମିଡିଆକୁ ପୋଜ ମଧ୍ୟ ଦେଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଐଶ୍ୱର୍ଯ୍ୟା ଖୁବ ଖୁସି ଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଫଟୋ-

aish 1

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More