Only for Entertainment

ବୟସର ନିଆରା ଯାଦୁ, ଗୋଟିଏ ଫ୍ରେମରେ କଏଦ ହେଲେ ତିନୋଟି ପିଢି ।

bollywood tadka
38

ବଲିଉଡ ଅଭିନେତ୍ରୀ ଏବଂ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଗତକାଲି ତାଙ୍କର ୭୧ ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଏହି ଖାସ ଦିନରେ ଝିଅ ଶ୍ୱେତା ବଚ୍ଚନ ଏକ ପାର୍ଟି ରଖିଥିଲେ । ଅନ୍ୟ ପକ୍ଷରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଫଟୋ ଶେୟାର କରି ମା ଜୟାଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଲେ । ବୋହୁ ଐଶ୍ୱର୍ଯ୍ୟା ମଧ୍ୟ ବିଳମ୍ବ ରାତିରେ ଏକ ଫଟୋ ଶେୟାର କଲେ । ଏହି ଫଟୋରେ ଐଶଙ୍କ ସହିତ ତାଙ୍କ ଝିଅ ଏବଂ ଶାଶୁ ଜୟା ବଚ୍ଚନ ନଜର ଆସିଛନ୍ତି । ଯେଉଁଥିରେ କ୍ୟାପ୍ସନ ଥିଲା ହାପିନେସ ଅଲୱେଜ ।

 

View this post on Instagram

 

✨Happiness always?

A post shared by AishwaryaRaiBachchan (@aishwaryaraibachchan_arb) on

କହିରଖୁଛୁଯେ ଗତକାଲି ଜୟା ପୂରା ପରିବାର ସହିତ ଜନ୍ମଦିନ ପାଳନ କଲେ । ଯଦି ଐଶଙ୍କ ୱର୍କଫ୍ରଂଟ କଥା ଆଲୋଚନା କରିବା ତେବେ ଐଶ ଶେଷ ଥର ପାଇଁ ଅନିଲ କପୁରଙ୍କ ସହିତ ଫିଲ୍ମ ଫନ୍ନେ ଖାଁରେ ନଜର ଆସିଥିଲେ । ଯେଉଁଥିରେ ରାଜକୁମାର ରାଓ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More