Only for Entertainment

ଅଜୟ ଦେବଗନଙ୍କ ଗାଡ଼ିରେ ଲାଗିଛି ଅଜବ ଜିପିଏସ । ଜାଣନ୍ତୁ କିଭଳି ମିଳୁଛି ସୂଚନା ।

bollywood tadka
36

ବଲିଉଡ ଆକ୍ଟର ଅଜୟ ଦେବଗନନିକଟରେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହା ଫିଲ୍ମ ଟୋଟାଲ ଧମାଲର ଏକ ଦୃଶ୍ୟ ।

ଦୃଶ୍ୟରେ ଅଜୟ ଗାଡ଼ି ଚଳାଉଥିବାର ନଜର ଆସିବେ, ଯାହାଙ୍କ ପାଶ୍ୱର୍ରେ ବସିଛନ୍ତି ସଂଜୟ ମିଶ୍ରା । ସେହି ଗାଡ଼ିରେ ଲାଗିଛି ଏକ ଜିପିଏସ । ଯେଉଁଁଥିରେ ଏକ ଶବ୍ଦ ଆସୁଛି ‘ପ୍ରେସ ୱାନ ଫର ଇଙ୍ଗଲିସ ଏବଂ ଚିନ୍ଦୀମେ ଜାନନେ କେ ଲିଏ ତିନ ଦବାଏ’, ଅଜୟ କହୁଛନ୍ତି ଚିନ୍ୀ କ’ଣ, ଏହି ମଧ୍ୟରେ ତାଙ୍କ ସାମ୍ନାରେ ସମୂଦ୍ର ଆସିଯାଉଛି । ଅଜୟ ଏହାପରେ ସେହି ସ୍ଥାନରେ ରହି ଯାଉଛନ୍ତି । ଏହାପରେ ଜିପିଏସ ଶବ୍ଦ ଶୁଣି ଅଜୟ ଗାଳି କରିବା ଆରମ୍ଭ କରି ଦେଉଛନ୍ତି ।

ଭିଡ଼ିଓ ଶେୟାର କରି ଅଜୟ କ୍ୟାପ୍ସନରେ ଲେଖିଛନ୍ତିଯେ ଆପଣଙ୍କ ଗାଡ଼ିରେ ମଧ୍ୟ ଏଭଳି ଜିପିଏସ ଅଛିକି?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More