Only for Entertainment

ନ୍ୟୁ ଇୟର ସେଲିବ୍ରେସନ ଆରମ୍ଭ, ପରିବାର ସହିତ ହଲିଡେ’ରେ ବଲିଉଡ ସେଲିବ୍ରିଟି ।

insta pic of shipla shetty
30

ବଲିଉଡ ଷ୍ଟାରର୍ସ ଏବେ ଖ୍ରୀଷ୍ଟମାସ ପରେ ନ୍ୟୁ ଇୟର ସେଲିବ୍ରେସନ ପ୍ଲାନିଂରେ ବ୍ୟସ୍ତ ଅଛନ୍ତି । ନୂଆ ବର୍ଷ ପାଳନ କରିବା ପାଇଁ ଅନେକ ଷ୍ଟାରର୍ସ ଏବେ ବିଦେଶରେ ହଲିଡେ ମନାଉଛନ୍ତି । ଏହା ସହିତ ଷ୍ଟାରମାନେ ନିଜ ହଲିଡେ ସେଲିବ୍ରେସନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରୁôଛବାର ଦେଖିବାକୁ ମିଳିଛି । ଅଭିନେତା ଅଜୟ ଦେବଗନ ଫ୍ୟାମିଲି ସହିତ ଥାଇଲ୍ୟାଣ୍ଟରେ ଛୁଟି କଟାଉଛନ୍ତି । ଅଜୟ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ପୁରା ପରିବାର ସହିତ ପୁଲରେ ଏନଜୟ କରୁଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

Somewhere in between Christmas & New Year ?

A post shared by Ajay Devgn (@ajaydevgn) on

ସେହିପରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଲଣ୍ଡନରେ ଛୁଟି କଟାଉଛନ୍ତି । ଶିଳ୍ପା ନିଜର ଏବଂ ତାଙ୍କ ପରିବାରର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳୁଛି । କରୀନା କପୁର ଏବେ ପୁଅ ତୈମୁର ଏବଂ ପତି ସୈଫ ଅଲ୍ଲୀ ଖାନଙ୍କ ସହିତ ଲଣ୍ଡନରେ ଛୁଟି କଟାଉଛନ୍ତି ।

 

View this post on Instagram

 

Our cute baby in London!?❤ #TaimurAliKhan

A post shared by Kareena Kapoor Khan (@kareena.kapoor.official) on

ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଲଣ୍ଡନରେ ଛୁଟି କଟାଉଛନ୍ତି । ପରିଣୀତି ଏବେ ନିଜର ଆଗାମୀ ଫିଲ୍ମ କେଶରୀର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ ।

 

 

View this post on Instagram

 

‘Tis the season for frumpy sweaters and sharp boots ☃️

A post shared by Parineeti Chopra (@parineetichopra) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More