Only for Entertainment

ସୁଟିଂ ସମୟରେ ଗମ୍ଭୀର ଆଘାତ ପାଇଛନ୍ତି ଅଜୟ ଦେବଗନ ।

NDTV.COM
0 47

ବଲିଉଡ ଅଭିନେତା ଅଜୟ ଦେବଗନ ନିଜର ଆଗାମୀ ଫିଲ୍ମ ‘ଟୋଟଲ ଧମାଲ’ର ସୁଟିଂରେ ଖୁବ ବ୍ୟସ୍ତ ଅଛନ୍ତି । ସୁଟିଂ ସମୟରେ ତାଙ୍କୁ ଖୁବ ଆଘାତ ହୋଇଛି । ଖବର ଅନୁସାରେ ଅଜୟଙ୍କୁ ଟେନିସ ଏଲ୍ୱୋର ସମସ୍ୟା ଅଛି । ଯାହାର ଚିକିତ୍ସା ପାଇଁ ତାଙ୍କୁ ଜର୍ମାନୀ ଯିବାକୁ ପଡ଼ିପାରେ ।


ଜର୍ମାନୀରେ ଚିକିତ୍ସା କରିବା ପାଇଁ ତାଙ୍କ କୋ ଷ୍ଟାର ଅନିଲ କପୁର ତାଙ୍କୁ ପରାମର୍ଶ ଦେଇଛନ୍ତି । କାରଣ ଅଜୟଙ୍କୁ ଏତେ ମାତ୍ରାରେ କଷ୍ଟ ହେଉଛିଯେ ସେ କଫି କପ ମଧ୍ୟ ଧରିପାରୁ ନାହାଁନ୍ତି । ଏହି ସମୟରେ ସୁଟିଂ କରିବା ଖୁବ କଷ୍ଟସାଧ୍ୟ ।

ଟେନିସ ଏଲବୋକୁ ଲାଟେରାଲ ଏପିକୋଣ୍ଡିଲିଟିଜ ମଧ୍ୟ କୁହାଯାଏ । ଏହି ସମସ୍ୟାରେ ସଚ୍ଚିନ ତେନ୍ଦୁଲକର ମଧ୍ୟ ଚିନ୍ତିତ ହୋଇ ସାରିଛନ୍ତି । ଏହି ସମସ୍ୟାରୁ କହୁଣୀରେ ଖୁବ ଦରଜ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More