Only for Entertainment

ସମସ୍ତଙ୍କ ସାମ୍ନାରେ ଆକାଶ ଅମ୍ବାନୀ ଶ୍ଲୋକାଙ୍କ ସହିତ କଲେ ଲିପ ଲକ, ଭିଡ଼ିଓ ଭାଇରାଲ ।

bollywood tadka
44

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଶ୍ଲୋକା ମେହତାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏହି ଫଙ୍କସନରେ ବଲିଉଡ ଷ୍ଟାରଙ୍କ ସମେତ ଖେଳ ଏବଂ ବିଜନେସ ଜଗତର ବଡ଼ ବଡ଼ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ । ଏବେ ଏହି ପାର୍ଟିର ଏକ ଇନସାଇଡ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଆକାଶ ଅମ୍ବାନୀ ଶ୍ଲୋକାଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଡ୍ୟାନ୍ସ କରୁ କରୁ ଆକାଶ ଶ୍ଲୋକାଙ୍କ ସହିତ ଲିପଲକ କରୁ ଦେଉଛନ୍ତି । ଯାହାପରେ ପାର୍ଟିରେ ଉପସ୍ଥିତ ସମସ୍ତେ ତାଳି ମାରୁଛନ୍ତି । ଶ୍ଲୋକା ଲାଜେଇ ଯାଉଥିବାର ଦେଖିବାକୁ ମିଳିଛି ।

କହିରଖୁଛୁଯେ ଶ୍ଲୋକା ଏବଂ ଆକାଶଙ୍କ ଡ୍ରେସକୁ ଡିଜାଇନ କରିଥିଲେ ଡିଜାଇନର ମନୀଷ ମଲହୋତ୍ରା । ମନୀଷ ନିଜେ ଫଟୋ ଶେୟାର କରି ଖବର ଦେଇଥିଲେ । ଆକାଶ,ଈଶା ଏବଂ ଅନନ୍ତ ନିଜ ପାର୍ଟନର ନିଜେ ଖୋଜିଛନ୍ତି । ଏକ ଇଂଟରଭ୍ୟୁରେ ନିତା ଏହି ସୂଚନା ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More