ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତାଙ୍କ ୯ ମାର୍ଚ୍ଚ ଅର୍ଥାତ ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ରୟାଲ ୱେଡିଂରେ ଦୁନିଆର ବିଶିଷ୍ଟ ଶିଳ୍ପପତୀ, ଗ୍ଲୋବାଲ ଲିଡର, ବଲିଉଡ ସେଲିବ୍ରିଟି, କ୍ରକେଟର ଯୋଗ ଦେଇଥିଲେ୍ । ଏମାନଙ୍କ ବ୍ୟତିତ ସଂଯୁକ୍ତ ରାଷ୍ଟ୍ର ମହାସଚିବ ବାନ କି ମୁନ ଏବଂ ତାଙ୍କ ପତ୍ନୀ, ବ୍ରିଟେନ ପୂର୍ବ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟର ଏବଂ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବିବାହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ବିବାହରେ ଶ୍ଲୋକା ମେହତା ରେଡ ଲେହେଙ୍ଗାରେ ନଜର ଆସିଥିବା ବେଳେ ଆକାଶ ଅମ୍ବାନୀ କ୍ରିମ କଲର ସେରୱାନୀରେ ନଜର ଆସିଛନ୍ତି ।
ଦେଖନ୍ତୁ ବିବାହ ଫଟୋ ଏବଂ ଭିଡିଓ-