Only for Entertainment

ପ୍ରଥମ ଥର ମିଡିଆ ଉପରେ ରାଗିଲେ ଅକ୍ଷୟ କୁମାର, ରିପୋର୍ଟର ଅଜୟ ଦେବଗନଙ୍କୁ ନେଇ ପଚାରି ଦେଇଥିଲେ ଏହି ପ୍ରଶ୍ନ ।

28

ବଲିଉଡ ଆକ୍ଟର ଅକ୍ଷୟ କୁମାର ସବୁବେଳେ ମିଡିଆ ସହିତ ଭଲ ବ୍ୟବହାର ଦେଖାଇଥାନ୍ତି । କିନ୍ତୁ ପ୍ରଥମ ଥର କୌଣସି କନଫରେନ୍ସରେ ମିଡିଆ ଉପରେ ରାଗି ଯାଇଛନ୍ତି ଅକ୍ଷୟ କୁମାର । ବାସ୍ତବରେ ଅକ୍ଷୟ ତାଙ୍କର ଅପକମିଂ ଫିଲ୍ମ କେସରୀର ପ୍ରମୋଶନ ପାଇଁ ଏକ ଇଭେଂଟକୁ ଯାଇଥିଲେ । ତାଙ୍କ ବ୍ୟତୀତ ଫିଲ୍ମର ସମସ୍ତ କାଷ୍ଟ ସେଠାରେ ପହଂଚିଥିଲେ । ଏହି ମଧ୍ୟରେ ଏକ ରିପୋର୍ଟର ଅକ୍ଷୟଙ୍କୁ ଏକ ପ୍ରଶ୍ନ କଲା, ଯେଉଁଥିରେ ଅକ୍ଷୟ ରାଗିଗଲେ ।

ରିପୋର୍ଟର ଅକ୍ଷୟଙ୍କୁ ଅଜୟ ଦେବଗନଙ୍କ ପାନମସଲା ବିଜ୍ଞାପନ ବିଷୟରେ ପଚାରିଦେଲେ । ଅକ୍ଷୟ କହିଲେ ମୁଁ କେବେ ମଧ୍ୟ ଭାବି ନଥିଲିଯେ ମୋତେ ଏହିଭଳି ପ୍ରଶ୍ନ କରାଯିବ । ଏହାପରେ ଅକ୍ଷୟ କହିଲେ ଯଦି ଏହି ପ୍ରଶ୍ନରେ ମୁଁ ସାରା ଜୀବନ ମୋ ମୁଣ୍ଡ ଖେଳାଇବି ତଥାପି ମୋତେ ଉତ୍ତର ମିଳିବ ନାହିଁ । କିନ୍ତୁ ସେ ଏହା ରାଗିଯାଇ କହିଲେ । ଏହାପରେ ରିପୋର୍ଟର ଚୁପଚାପ ବସିଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More