Only for Entertainment

ସାରା ଦେହରେ ନିଆଁ ଲଗାଇ ର‌୍ୟାମ୍ପ ୱାକ କଲେ ଅକ୍ଷୟ, ଫଟୋ ଦେଖି ପତ୍ନୀ ଟ୍ୱିଙ୍କଲ………….!

youtube
88

ବଲିଉଡ ଆକ୍ଟର ଅକ୍ଷୟ କୁମାର ନିକଟରେ ଆମାଜାନ ପ୍ରାଇମ ଭିଡ଼ିଓରେ ନଜର ଆସିଛନ୍ତି । ଖିଲାଡ଼ୀ କୁମାର ର‌୍ୟାମ୍ପ ୱାକ କଲେ ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାସ୍ତବରେ ଏହି ସମୟରେ ଅକ୍ଷୟ ତାଙ୍କର ପୂରା ଶରୀରରେ ନିଆଁ ଲଗାଇ ର‌୍ୟାମ୍ପ ୱାକ କରିବାର ନଜର ଆସିଲେ । ତାଙ୍କର ପୂରା ଶରୀର ଜଳୁଥିଲା । ଏହା ସହିତ ଅକ୍ଷୟ ଯେଉଁଭଳି ଅତି ସହଜ ଭାବରେ ର‌୍ୟାମ୍ପ ୱାକ କରୁଥିଲେ ସମସ୍ତେ ମାନିନେଲେଯେ ସେ ବଲିଉଡର ପ୍ରକୃତ ଖିଲାଡ଼ୀ କୁମାର ।

ସୋସିଆଲ ମିଡିଆରେ ଅକ୍ଷୟଙ୍କ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି ।

ଖବର ପାଇଁ କହିରଖୁଛୁଯେ ଅକ୍ଷୟ ଖୁବଶୀଘ୍ର ଖତରୋଁ କେ ଖିଲାଡ଼ୀରେ ନଜର ଆସିବେ ।

ଅକ୍ଷୟଙ୍କ ଏହି ଷ୍ଟଂଟ ଦେଖି ନାରାଜ ହୋଇ ଯାଇଛନ୍ତି ପତ୍ନୀ ଟ୍ୱିଙ୍କଲ । ସେ ଟ୍ୱିଟ କରି ଲେଖିଛନ୍ତି ବକଓା୍ୱସ । ମୁଁ ଏସବୁ ଦେଖିିଛି । ଘରକୁ ଆସ । ଯଦି ଏହି ସବୁରୁ ବଂଚିଗଲ ତେବେ ମୁଁ ତୁମକୁ ମାରିଦେବି । ଏହାପରେ ଟ୍ୱିଙ୍କଲ ଲେଖିଛନ୍ତି ହେ ଭଗବାନ ମୋତେ ସାହାଯ୍ୟ କର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More