Only for Entertainment

ନିଜ ଶଳାର ଡେବ୍ୟୁ ଫିଲ୍ମରେ ଗୀତ ଗାଇଲେ ଅକ୍ଷୟ କୁମାର ।

bollywood tadka
19

ବଲିଉଡ ଆକ୍ଟର ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏହା କାହାକୁ ଅଛପା ନାହିଁ । ଅକ୍ଷୟ ତାଙ୍କ ଶଳା କରନ କପାଡ଼ିଆଙ୍କ ଡେବ୍ୟୁ ଫିଲ୍ମ ବ୍ଲାଙ୍କ ରେ ଏକ ଖାସ ଗୀତ ଗାଉଥିବାର ନଜର ଆସିବେ । ଖବର ଅନୁସାରେ ଅକ୍ଷୟ ଏହି ଗୀତର ସୁଟିଂ ଶେଷ କରି ସାରିଛନ୍ତି । ଯାହାର ଏକ ଫଟୋ ଅକ୍ଷୟ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଅକ୍ଷୟଙ୍କ ସହିତ କରନ ମଧ୍ୟ ନଜର ଆସିଛନ୍ତି ।

ଡେବ୍ୟୁ ଫିଲ୍ମରେ କରନଙ୍କୁ ମିଳିଛି ସନି ଦେଓଲଙ୍କ ସାଥ । ସୋମବାରକୁ ମୁମ୍ବାଇର ଏକ ଷ୍ଟୁଡିଓରେ ଏହି ଗୀତ ସୁଟିଂ ହୋଇଛି । ତେବେ କରନଙ୍କୁ ନେଇ ଗର୍ବ କରୁଥିବାର ଲେଖିଛନ୍ତି ଖିଲାଡ଼ୀ କୁମାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More