Only for Entertainment

୧୨ବର୍ଷ ପରେ ଅକ୍ଷୟ କୁମାରଙ୍କ ହିଟ ଫିଲ୍ମ ଭୁଲ ଭୁଲେଇୟାର ସିକ୍ୟୁଏଲ, ବଦଳିଯିବ ଫିଲ୍ମର କାଷ୍ଟ !

24

ବେଶ କିଛି ଦିନର ଅପେକ୍ଷା ପରେ ପୁଣି ଥରେ ଫେରିବାକୁ ଯାଉଛନ୍ତି ହିଲାରିଅସ କମେଡି ଟିମ ଭୁଲଭୁଲେୟା ।୨୦୦୭ ମସିହାର ଏହି ସୁପରହିଟ କମେଡି ଫିଲ୍ମର ରିମେକ ଖୁବ ଶିଘ୍ର ପ୍ରସ୍ତୁତ ହେବାକ ଯାଉଛି ।

ସିକ୍ୱେଲର ସମସ୍ତ ପୁରୁଣା କଳାକାରଙ୍କ ସହ ଲିଡ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ ।ବିଦ୍ୟାବାଲାନ,ପରେଶ ରାୱଲ,ଅମିଷା ପଟେଲ,ରାଜପାଲ ଯାଦବ,ସାଇନି ଆହୁଜାଙ୍କ ସମେତ କିଛି ନୂଆ କଳାକାରଙ୍କୁ ସିକ୍ୱେଲରେ ସ୍ଥାନ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ରାଇଟର ଫରହାଦ ସାମଜୀ ସିକ୍ୱେଲ ପାଇଁ କାହାଣୀ ଲେଖା ଆରମ୍ଭ କରିଛନ୍ତି । ତେବେ ଅକ୍ଷୟ କୁମାର ନିଜର ଦୁଇଟି ବିଗ ବଜେଟ ଫିଲ୍ମ ଲକ୍ଷ୍ମୀ ବମ ଓ ସୂର୍ଯ୍ୟବଂଶୀ ସୁଟିଂ ଶେଷ କରିବା ପରେ ଭୁଲଭୁଲେୟା ଟିମରେ ଯୋଗ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More