Only for Entertainment

ପତ୍ନୀ ଏବଂ ଝିଅ ସହିତ ଆଭେଞ୍ଜର୍ସ ଏଣ୍ଡଗେମ ଦେଖିବାକୁ ଗଲେ ଅକ୍ଷୟ, ଷ୍ଟାଇଲିସ ଲୁକରେ ନଜର ଆସିଲେ ୪୫ ବର୍ଷୀୟା ଟ୍ୱିଙ୍କଲ ।

bollywood tadka
22

ମାର୍ବଲ ଷ୍ଟୁଡିଓଜର ଆଭେଞ୍ଜର୍ସ ସିରିଜର ଶେଷ ଫିଲ୍ମ ସାରା ଦେଶରେ ରିଲିଜ ହୋଇସାରିଛି । ଏହିଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ ବଢିଯାଇଛି । ଖୁବ ପୂର୍ବରୁ ଟିକେଟ ବୁକ ହୋଇ ସାରିଛି ।

ଶୁକ୍ରବାରକୁ ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖା ଯାଇଥିଲା । ଏହି ସ୍କ୍ରିନିଙ୍ଗରେ କେତେକ ସେଲିବ୍ରେଟୀ ପହଂଚିଥିଲେ । ନିକଟରେ ଏହି ସମୟର କିଛି ଫଟୋ ସାମ୍ନାକୁ ଆସିଛି ।

ଫଟୋରେ ଅକ୍ଷୟ ପତ୍ନୀ ଟ୍ୱିଙ୍କଲ ଏବଂ ଝିଅ ନିତାରା ସହିତନଜର ଆସିଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଅକ୍ଷୟଙ୍କ ଫିଲ୍ମ କେଶରୀ ନିକଟରେ ରିଲିଜ ହୋଇଥିଲା ଏବଂ ତାଙ୍କ ଅପୋଜିଟରେ ନଜର ଆସିଥିଲେ ପରିଣୀତି ଚୋପ୍ରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More