Only for Entertainment

ହଳଦିଆ ସଲୱାର ସୁଟରେ ସ୍ପଟ ହେଲେ ଆଲିୟା, ୟୁଜର୍ସ କହିଲେ ଭୂତ !

33

ନିଜ ଭାବି ଶ୍ୱଶୁରଙ୍କୁ ଦେଖିବା ପାଇଁ ତାଙ୍କ ବାସଭବନରେ ପହଁଚିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଗତ ୧୩ ତାରିଖ ସଂଧ୍ୟାରେ ଆଲିଆଙ୍କୁ ରିଷି କପୁରଙ୍କ ଘର ବାହାରେ ସ୍ପଟ୍ କରାଯାଇଥିଲା । ଆଉ ହଳଦିଆ ରଙ୍ଗର ସଲୱାରରେ ଆଲିଆ ଆସିଥିଲେ ନଜର । ଏହି ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ଚହଳ ସୃଷ୍ଟି କରିଛି । ଅସଲରେ ଫଟୋର ଆଙ୍ଗେଲ ଠିକ ନ ହୋଇଥିବାରୁ ଆଲିୟାଙ୍କ ମୁହଁ ପରିଷ୍କାର ଆସିନଥିଲା, ଯାହାଦ୍ୱାରା ତାଙ୍କ ଆଖି ଭୂତ ଭଳି ନଜର ଆସିଛି । ଏହାକୁ ନେଇ ୟୁଜର୍ସ ଅନେକ କମେଂଟ କରିଛନ୍ତି । ଏହିକାରଣରୁ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଖବର ମିଳିଛି ଯେ, ରିଷି କପୁରଙ୍କ ଭାରତ ଫେରିବା ଖୁସି ପାଇଁ ନିଜ ଘରେ ଏକ ପାର୍ଟି ରଖିବେ ଆଲିଆ ।

 

View this post on Instagram

 

#aliabhatt snapped at #ranbirkapoor home today #viralbhayani @viralbhayani

A post shared by Viral Bhayani (@viralbhayani) on

ତେବେ ଏଠାରେ ଆମେ କହି ରଖୁଛୁ ଯେ , ରିଷି କପୁର୍ ୧୧ ମାସର ଚିକିତ୍ସା ପରେ ଭାରତ ଫେରିଛନ୍ତି । ଗତ ୧୦ ତାରିଖରେ ତାଙ୍କୁ ପତ୍ନୀ ନିତୁ କପୁରଙ୍କ ସହ ଏୟାରପୋର୍ଟ ବାହାରେ ସ୍ପଟ୍ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More