Only for Entertainment

ନ୍ୟୁୟର୍କ ସଡକରେ କିଛି ଏଭଳି ଅନ୍ଦାଜରେ ନଜର ଆସିଲେ ଆଲିୟା, ସୋସିଆଲ ମିଡିଆରେ ଫଟୋ ଭାଇରାଲ !

24

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜର ବିଜି ସିଡ୍ୟୁଲରୁ ସମୟ ବାହାର କରି ନିଜର କଥିତ ବୟଫ୍ରେଣ୍ଡ ରଣବୀରଙ୍କ ପରିବାର ସହ ନ୍ୟୁୟର୍କରେ ଏବେ ସମୟ ବିତାଉଛନ୍ତି । ଅସଲରେ ଋଷି କପୂର ଏବେ ଚିକିତ୍ସିତ ହେବା ଲାଗି ନ୍ୟୁୟର୍କରେ ଅଛନ୍ତି । ନ୍ୟୁୟର୍କରେ ଆଲିୟା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ କିଛି ନା କିଛି ଫଟୋ ଶେୟାର କରୁଥିବାର ନଜର ଆସିଛନ୍ତି । ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Lurker for life ??

A post shared by Alia ✨⭐️ (@aliaabhatt) on


ସେହିଭଳି ଏବେ ଆଉ ଏକ ଫଟୋ ଶେୟାର କରିଛନ୍ତି । ତାଙ୍କର ଏହି ଅନ୍ଦାଜ ଖୁବ ପସନ୍ଦ ହେବାରେ ଲାଗିଛି । କିଛି ଘଂଟା ମଧ୍ୟରେ ଏହି ଫଟୋ ୧୧ଲକ୍ଷ ୨୮ହଜାର ୩୮୫ଲାଇକ ପାଇଥିବା ବେଳେ ଅନେକ କମେଂଟ ମଧ୍ୟ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More