Only for Entertainment

ମଂଚ ଉପରେ ସମସ୍ତଙ୍କ ସାମ୍ନାରେ ଆଲିୟା ରଣବୀରଙ୍କୁ କହିଲେ ଆଇ ଲଭ ୟୁ, ଏହାପରେ ରଣବୀର ଦେଲେ ଏଭଳି ପ୍ରତିକ୍ରିୟା ।

bollywood tadka
24

ଶନିବାରକୁ ମୁମ୍ବାଇରେ ଜି ସିନେ ଆୱାର୍ଡ଼ସର ୬୪ ତମ ପାଳନ ଦିବସ ଥିଲା । ଏହି ଫଙ୍କସନରେ ଶାହାରୁଖଙ୍କ ଠାରୁ ଆରମ୍ଭ କରି ରଣବୀର ସିଂଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ତାରକା ପହଂଚିଥିଲେ । ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ଼ ପ୍ରଦାନ କରାଗଲା । ଆଲିୟାଙ୍କୁ ଫିଲ୍ମ ରାଜି ଏବଂ ରଣବୀରଙ୍କୁ ଫିଲ୍ମ ସଂଜୁ ପାଇଁ ପୁରସ୍କାର ଦିଆଗଲା । ପୁରସ୍କାର ପାଇବା ସମୟରେ ଭାବ ବିହ୍ୱଳ ହୋଇଗଲେ ଆଲିୟା । ସେ ମଂଚରେ କିଛି ସମୟ ଭାଷଣ ମଧ୍ୟ ଦେଲେ ।

ଏହି ମଧ୍ୟରେ ସେ ରଣବୀରଙ୍କୁ ଆଇ ଲଭ ୟୁ କହିଲେ । ଏହା ସହିତ କହିଲେ ମେଘନା ମୋ ପାଇଁ ରାଜି ତୁମେ, ଏଥିରେ ତୁମ ରକ୍ତ ଏବଂ ଢାଳ ରହିଛି । ବିକ୍କି ତୁମ ବିନା ଏହି ଫିଲ୍ମ କେବେ ପୂରା ହୋଇପାରିନଥାନ୍ତା । ମୋ ମେଂଟର ହେବା ପାଇଁ କରଣ ଏବଂ ପାପାଙ୍କୁ ମୋର ଧନ୍ୟବାଦ । ଆଜିର ରାତି ଭଲପାଇବା ପାଇଁ, ମୋ ଖାସ ପାଇଁ, ଆଇ ଲଭ ୟୁ ।

 

View this post on Instagram

 

#RanbirKapoor and @aliaabhatt spotted together at the #VimalFilmfareAwards 2019. #VimalElaichi

A post shared by Filmfare (@filmfare) on

ରଣବୀରଙ୍କୁ ଯେତେବେଳେ ପୁରସ୍କାର ପ୍ରଦାନ କରାଗଲା ସେ ଆଲିୟାଙ୍କୁ କିସ କଲେ । ଏକ୍ସ ଗର୍ଲଫ୍ରେଣ୍ଡ ଦୀପିକାଙ୍କୁ ମଧ୍ୟ ହଗ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More