Only for Entertainment

ଆଲିୟା ଭଟ୍ଟ-ଜାହ୍ନବୀ କପୁରଙ୍କ ସମେତ ଏହି କଳାକାର ରେଡ କାର୍ପେଟରେ ଦେଖାଇଲେ ନିଜର ଜଲୱା !

21

ମଙ୍ଗଳବାର ରାତି ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଜି ସିନେ ଆୱାର୍ଡ ୨୦୧୯ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟାରମାନେ ନିଜ ଗ୍ଲାମରସ ଅନ୍ଦାଜରେ ଚାର ଚାନ୍ଦ ଲଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେହି କେହି ନିଜ ନିଜ ପରଫର୍ମାନ୍ସରେ ସମସ୍ତଙ୍କ ହୃଦୟ ଜିତିଥିଲେ । ମଲାଇକା ଅରୋରାଙ୍କ ଠାରୁ ଦୀପିକା ପାଦୁକୋଣ ରେଡ କାର୍ପେଟରେ ଏଂଟ୍ରି କରିଥିଲେ ଏବଂ ସମସ୍ତେ କେବଳ ତାଙ୍କୁ ହିଁ ଦେଖୁଥିଲେ । ଦେଖନ୍ତୁ ଏଠାରେ ଷ୍ଟାରଙ୍କର ରେଡ କାର୍ପେଟ ଲୁକ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More