Only for Entertainment

କଳଙ୍କ ଫିଲ୍ମ ସେଟରୁ ଅଲିଆଙ୍କ ଡାନ୍ସ ଭିଡିଓ ଲିକ୍

52

କରନ ଜୋହରଙ୍କ ଷ୍ଟୁଡେଣ୍ଟ ଅଫ୍‍ ଦ ଇୟରରୁ ବଲିଉଡ୍‍ ଏଣ୍ଟ୍ରି କରିଥିବା ଆଲିଆ ଏବେ ପୁଣି ଥରେ କରନ ଜୋହରଙ୍କ ଫିଲ୍ମ ‘କଳଙ୍କ’ରେ ନଜରକୁ ଆସିବେ ।ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା ବେଳେ ଏହାର କିଛି କ୍ଳିପ୍‍ ଏବେ ଇଣ୍ଟରନେଟ୍‍ରେଦେଖିବାକୁ ମିଳୁଛି ।

 

View this post on Instagram

 

Here come the bride!!♥️? She is so beautiful??♥️ @aliaabhatt #kalank

A post shared by ALIAA BHATT?MY LoVe? (@aliabhatt_world_) on

 

View this post on Instagram

 

Another video of Alia bhatt Dance from the shoot of Kalank at Gwalior fort ❤️ Follow @ourgwalior for more

A post shared by Follow Back Please ? (@ourgwalior) on

ଫିଲ୍ମ ‘କଳଙ୍କ’ସମ୍ପର୍କରେ ବିଶେଷ କିଛି ଖବର ମିଳିନଥିଲା ବେଳେ ସୁଟିଂରଏହି ଭିଡିଓ କ୍ଳିପ୍‍ରେ ଆଲିଆ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ନାଚ ସହ ସେଗୁଡି ଧରି ଦୌଡୁଥିବା ଏବଂ ଘାଗରାଚୋଲି ପିନ୍ଧିଥିବା ଦେଖିବାକୁ ମିଳିଛି । ଏହିଫିଲ୍ମର ସୁଟିଂ ଗୋୱାଲିରେ ହୋଇଥିବା କୁହାଯାଉଛି । ଏହି ଫିଲ୍ମରେ ଆଲିଆଙ୍କ ସହବରୁଣ, ସୋନାକ୍ଷୀ,ମାଧୁରୀ, ସଂଜୟ ଦତ୍ତ, ଆଦିତ୍ୟରାୟ କପୁର ପ୍ରମୁଖ ଅଛନ୍ତି ।ଏପ୍ରିଲ ୧୯ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More