Only for Entertainment

ଆପିଏଲ ପୂର୍ବରୁ ରୋହିତ ଶର୍ମାଙ୍କ ଏଲିୟନ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ

NDTV Khabar
0 76

ଭାରତୀୟ ଓପନିଙ୍ଗ ବ୍ୟାଟସ୍ ମ୍ୟାନ ରୋହିତ ଶର୍ମାଙ୍କୁ କ୍ରିକେଟ ମଇଦାନରେ ଛକା, ଚଉକା ମାରୁଥିବାର ଆପଣ ତ ଦେଖିଥିବେ । କିନ୍ତୁ ରୋହିତଙ୍କୁ ଡ୍ୟାନ୍ସ କରୁଥିବାର ଆପଣ ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି ତେବେ ତାଙ୍କ ଡ୍ୟାନ୍ସ ଦେଖିବା ପାଇଁ ଆପଣଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ ।

ନିକଟରେ ରେହିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଏଲିୟନ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଭିଡିଓ ଶେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଲୋକେ ଦେଖିସାରିଛନ୍ତି । ଦେଖନ୍ତୁ ଭିଡିଓ…

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More