Only for Entertainment

ଆକାଶ-ଶ୍ଲୋକାଙ୍କ ନିର୍ବନ୍ଧ ପାର୍ଟିରେ ବଲିଉଡ ତାରକାଙ୍କ ଗ୍ରୁପ ଡ୍ୟାନ୍ସ, ଭିଡିଓ ଭାଇରାଲ

bollywood tadka
0 37

ଦେଶର ଜଣା ଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହତାଙ୍କ ଏନଗେଜମେଣ୍ଟ ପରେ ଏକ ସ୍ୱତନ୍ତ୍ର ପାର୍ଟି ଶନିବାର ଦିନ ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ବଲିଉଡ ଅନେକ ସେଲିବ୍ରିଟି, ରାଜନେତା, ବଡ ବଡ ଶିଳ୍ପପତି ଏବଂ ଖେଳ ଜଗତର ଅନେକ ନାମୀଦାମୀ ବ୍ୟକ୍ତି ନଜର ଆସିଥିଲେ ।

ଏହି ପାର୍ଟିର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଥିମଧ୍ୟରୁ ଗୋଟିଏ ଭିଡିଓରେ ବି ଟାଉନର ସମସ୍ତ ସେଲିବ୍ରିଟି ଗ୍ରୁପ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ପ୍ରଥମଥର ପାଇଁ ବଲିଉଡ ସେଲିବ୍ରିଟିଙ୍କ ଗ୍ରୁପ ଡ୍ୟାନ୍ସ ଏହି ପାର୍ଟିରେ ଦେଖିବାକୁ ମିଳିଛି ।

 

ଏହି ସମାରୋହରେ ଶଙ୍କର ମହାଦେବନ ଏବଂ କୈଳାଶ ଖେର ପରି କଣ୍ଠଶିଳ୍ପୀ ସଙ୍ଗିତ ପରିବେଷଣ କରିଥିଲେ । ଏହା ପୀର୍ବରୁ ଗୁରୁବାର ଦିନ ମୁକେଶ ଏବଂ ନିତା ଅମ୍ବାନୀଙ୍କ ପୁଅ ଆକାଶଙ୍କ ଅନଗେଡମେଣ୍ଟ ପାର୍ଟି ରଖାଯାଇଥିଲା । ପାର୍ଟିରେ ନିତା ଅମ୍ବାନୀଙ୍କ ଡ୍ୟାନ୍ସ ଭିଡିଓ ଏବଂ ଅନେକ ଫଟୋ ଭାଇରାଲ ହୋଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More