Only for Entertainment

ଅମ୍ବାନୀ ପରିବାର, ବୋହୁ ଶ୍ଲୋକାଙ୍କୁ ଖାସ ଅନ୍ଦାଜରେ ଜଣାଇଲେ ଶୁଭକାମନା, ହୃଦୟ ଛୁଇଁନେବ ଭିଡ଼ିଓ

bollywoodtadka
52

ରିଲାଏନ୍ସର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଏହି ବର୍ଷ ୯ ମାର୍ଚ୍ଚକୁ ବିଜନେସମ୍ୟାନ ରସେଲ ମେହତାଙ୍କ ଝିଅ ଶ୍ଲୋକା ମେହତାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ସମୟରେ ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନିକଟରେ ପୂରା ପରିବାର ବୋହୂ ଶ୍ଲୋକାଙ୍କର ଜନ୍ମଦିନ ପାଳନ କରିଛନ୍ତି ।

 

ଅମ୍ବାନୀ ପରିବାର ତାଙ୍କ ବୋହୁଙ୍କୁ ତାଙ୍କ ଘରର ପ୍ରଥମ ଜନ୍ମଦିନର ଖୁବ ଖାସ ଅନ୍ଦାଜରେ ଶୁଭେତ୍ସା ଜଣାଇଛନ୍ତି । ଶ୍ଲୋକାଙ୍କ ନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏକ ଭିଡ଼ିଓ ଜରିଆରେ ଅମ୍ବାନୀ ପରିବାର ଶୁଭକାମନା ଦେଇଛନ୍ତି ।

ଜନ୍ମଦିନ ଭିଡ଼ିଓରେ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଈଶା ଅମ୍ବାନୀ, ଆନନ୍ଦ ପିରାମଲ,ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚେଂଟଙ୍କ ସମେତ ପୂରା ପରିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More