Only for Entertainment

କ୍ୟାଟ୍ରିନା କୈଫଙ୍କ ଗୀତରେ ଝୁମିଲେ ଆମେରିକା ଟେନିସ ଷ୍ଟାର, ଭିଡ଼ିଓ ଭାଇରାଲ

bollywood tadka
61

୨୯ ବର୍ଷୀୟ ଆମେରିକା ଟେନିସ ଷ୍ଟାର ଏଲିସନ ରିସ୍କେ ହଠାତ ଖୁବ ଚର୍ଚ୍ଚାକୁ ଆସି ଯାଇଛନ୍ତି । ସେ ଏବେ ଭାରତର ଷ୍ଟିଫନ ଅମୃତରାଜଙ୍କୁ ବିବାହ କରିଛନ୍ତି । ଏହି କାରଣରୁ ବିବାହର ମଜା ଲୁଟୁଛନ୍ତି ଏହି ଖେଳାଳୀ । ଏହି ମଧ୍ୟରେ ସେ ବଲିଉଡର କେତେକ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

since this has come to be a fan favorite, (???), I want to share the story of how it came to be! My sister, Sarah, has an Indian customer whose wife, Gayatri, helped us. Gayatri chose the song and came up with the choreography for us. Sarah would visit each month for business and sneak in a dance lesson, learn the moves, slow them down, and then send them to me via text while I was on the road! I started learning it during Dubai in February. We practiced it together for the first time 6 days ago. It was the perfect surprise for @stephenamritraj and his wonderful family! Thanks to @prakashamritraj & @jenny_brady7 for keeping the secret- they were the only ones who knew- along with my family of course! Blessed to be an Amritraj!?????❤️you can watch the rest on my Twitter. Ps. Yes, my sis is pretty kickass.?#bollywood #burghbrides

A post shared by Alison Riske-Amritraj???? (@riske4rewards) on

ଏଲିସନ ରିସ୍କେଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ବଲିଉଡର ହିନ୍ଦୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ତାଙ୍କ ସହିତ ତାଙ୍କର କିଛି ମହିଳା ବନ୍ଧୁ ମଧ୍ୟ ନଜର ଆସିଛନ୍ତି । ଏଲିସନ ବଲିଉଡ ଫିଲ୍ମ ‘ବାର ବାର ଦେଖୋ’ର ଗୀତରେ ଡ୍ରାନ୍ସ କରୁଥିବା ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ସେ ଜବରଦସ୍ତ ଠୁମକା ଲଗାଉଛନ୍ତି ।

କହିରଖୁଛୁ ଏଲିସନ ଏବଂ ଷ୍ଟିଫନ ଅମୃତରାଜ ଦୀର୍ଘ ସମୟ ଧରି ଲିଭଇନ ରିଲେସନସିପରେ ରହି ଆସୁଥିଲେ ଏବଂ ଏବେ ବିବାହ କଲେ । ଅମୃତରାଜ ଭାରତର ପୂର୍ବ ଡେବିସ କପ ଖେଳାଳୀ ଏବଂ କ୍ୟାପଟେନ ଆନନ୍ଦ ଅମୃତରାଜଙ୍କ ପୁଅ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More