Only for Entertainment

ଲାଇଭ ପରଫର୍ମାନ୍ସ କରିବା ସମୟରେ ପବନରେ ଖସିଗଲା ପତ୍ନୀଙ୍କ ହାତ . ଘଟିଗଲା ଅଘଟଣ !

khabarNDTV
0 42

ଆମେରିକା ଗଟ ଟ୍ୟାଲେଂଟରେ ପରଫର୍ମାନ୍ସ କରିବା ସମୟରେ ଏଭଳି ଅଘଟଣ ଘଟିଛି ଯାହାକୁ ଦେଖି ସମସ୍ତେ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ । ଟ୍ରେପିଜ (ଏକ ପ୍ରକାର ବଳପୂର୍ବକ ଝୁଲା)କରିବା ସମୟରେ ବ୍ୟକ୍ତି ଜଣକ ହାତ ଖସି ଯାଇଥିଲା । ଯାହାଦ୍ୱାରା ମହିଳା ଜଣକ ତଳକୁ ଖସିପଡିଥିଲେ । ମହିଳା ଜଣକ ପଡିବା ଦେଖି ସେଠାରେ ଉପସ୍ଥିତ ଦର୍ଶକ ଚିତ୍କାର କରିବା ଆରମ୍ଭ କରିଥିଲେ । ଏବଂ ଉପସ୍ଥିତ ଜଜ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଟାଇସ ନିଲସନ ଏବଂ ମେରି ୱାଲ୍ଫ ନିଲସନ ଦୁହେଁ ବିବାହିତ । ଦୁହେଁ ଏକାସହ ଆକ୍ରୋବାଟିକ କରନ୍ତି । ମଙ୍ଗଳବାର ଆମେରିକା ଗଟ ଟ୍ୟାଲେଂଟରେ ଯେତେବେଳେ ଟ୍ରେପିଜ କରୁଥିଲେ ଅଚାନକ ଏଭଳି ଅଘଟଣ ଦର୍ଶକଙ୍କୁ ଭୟଭୀତ କରିପକାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More