Only for Entertainment

ଚର୍ଚ୍ଚାରେ ଅମୀର ଖାନଙ୍କ ‘ରୁବରୁ ରୋଶନୀ’, ରିଲିଜ ପରେ ମିଡିଆରେ ମିଳିଲା ରିଆକ୍ସନ ।

Indiatimes.com
40

ଆକ୍ଟର ଅମୀର ଖାନ ଏବଂ ତାଙ୍କ ପତ୍ନୀ କିରଣ ରାଓଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଫିଲ୍ମ ରୁବରୁ ରୋଶନୀ ରିଲିଜ ହୋଇ ସାରିଛି । ଫିଲ୍ମକୁ ଗତକାଲି ଅର୍ଥାତ ୨୬ ଜାନୁୟାରୀକୁ ଷ୍ଟାରପ୍ଲସ ଏବଂ ହଷଷ୍ଟାରରେ ରିଲିଜ କରାଗଲା । ଫିଲ୍ମକୁ ସୋସିଆଲ ମିଡିଆରେ ଜବରଦସ୍ତ ରିଆକ୍ସନ ମିଳୁଛି । ଫ୍ୟାନ୍ସ ଏହାର ଖୁବ ପ୍ରଶଂସା କରୁଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତିଯେ ଆଜି ରୁବରୁ ରୋଶନୀ ଦେଖିବା ପରେ ମୁଁ ବୁଝିଗଲି ଦୁନିଆରେ କ୍ଷମା ଠାରୁ ବଡ଼ କିଛି ନାହିଁ । କ୍ଷମା କରିବାର ଗୁଣକୁ ମୋ ଜୀବନରେ ନିହାତି ଆପଣାଇବି । ଏହି ଫିଲ୍ମକୁ ସମର୍ଥନ କରିଥିବା ପାଇଁ ଅମୀର ଖାନଙ୍କୁ ଧନ୍ୟବାଦ ।

କିଏ ଲେଖିଛି ଏହାକୁ ଶବ୍ଦରେ ଲେଖାଯାିପାରିବ ନାହିଁ ତ କିଏ ଲେଖିଛି ଫିଲ୍ମକୁ ଦେଖିବା ପରେ ମୁଁ କାନ୍ଦିବାକୁ ଲାଗିଲି ।
କହିରଖୁଛୁଯେ ଫିଲ୍ମ ରିଲିଜ ପୂର୍ବରୁ ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ବହୁ ସେଲିବ୍ରେଟୀ ସେଠାରେ ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ଗୁରୁ ଶ୍ରୀ ରବିଶଙ୍କର ମଧ୍ୟ ଫିଲ୍ମ ଦେଖିଲେ ଏବଂ ସମସ୍ତେ ଫିଲ୍ମର ଖୁବ ପ୍ରଶଂସା କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More