Only for Entertainment

Mumbai Bridge Collapse: ବିଗ ବି, ହେମା ମାଲିନୀ, ସଚିନ ତେନ୍ଦୁଲକରଙ୍କ ସହ ଅନ୍ୟ ବଲିଉଡ କଳାକାର ଟ୍ୱିଟ କରି ଜାହିର କଲେ ଦୁଃଖ !

29

ଛତ୍ରପତି ଶିବାଜୀ ଟର୍ମିନଓ ପାଖରେ ଫୁଟଓବର ବ୍ରିଜ ଦୁର୍ଘଟଣା ଶୁଣି ବିଗ ବି, ହେମା ମାଲିନୀ, ରିତେଶ ଦେଶମୁଖ, ସଚିନ ତେନ୍ଦୁଲକର, ବିବେକ ଓବରୟଙ୍କ ସହ ବଲିଉଡର ଅନେକ କଳାକାର ଦୁଃଖ ଜାହିର କରି ଟ୍ୱିଟ କରିଛନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ କାଲି ରାତିରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବ୍ରିଜ ଅଚାନକ ଭାଙ୍ଗି ଯାଇଥିଲା । ଏହି ଦୁର୍ଘଟଣାରେ ୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ଲୋକ ଆହତ ହୋଇଥିଲେ । ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More