Only for Entertainment

ଯେତେବେଳେ ମହାନାୟକ ଅମିତାଭ ବଚ୍ଚନ ଦେଇଥିଲେ ଅନୀଲଙ୍କୁ ଏଭଳି ପରାମର୍ଶ !

42

ବଲିଉଡ ଅଭିନେତା ଅନୀଲ କପୁର ଫିଲ୍ମ ଜଗତକୁ ଆସିବା ୪ଦଶକ େହୋଇଗଲାଣି ଏବଂ ସେ ଆଜି ମଧ୍ୟ ଖୁବ ଜୋଶରେ କାମ କରୁଛନ୍ତି । ଅନୀଲଙ୍କ କହିବା ଅନୁସାରେ ସେ ମଧ୍ୟ ନିଜ କ୍ୟାରିଅରରୁ ବ୍ରେକ ନେବା ପାଇଁ ଚାହୁଁ ନାହାନ୍ତି । ସେ କାମ କରିବା ପାଇଁ ଚାହୁଛନ୍ତି । ଅନୀଲ ଏହି ରାଜ ଖୋଲିଛନ୍ତି ଏବଂ କହିଛନ୍ତି ତାଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଗ ବି ।

ଅନୀଲ ଏକ ଟିଭି ଶୋରେ କହିଛନ୍ତି ଯେ ଦିଲୀପ କୁମାର, ଅମିତାଭ ବଚ୍ଚନ, ନସିରୁଦ୍ଦିନ ଶାହ ଏବଂ କମଲ ହାସନଙ୍କ ଠାରୁ ଏଭଳି ପ୍ରେରଣା ପାଇଛନ୍ତି । ବିଗ ବି ଖୁଦା ଗବା ପରେ ପାଂଚ ବର୍ଷ ବ୍ରେକ ନେଇଥିଲେ । ସେ ସାମାନ୍ୟ ଜୀବନ ବଂଚିବା ପାଇଁ ନ୍ୟୁୟର୍କ ଚାଲିଯାଇଥିଲେ । ଅନୀଲ ସେଠାକୁ ମେହେରବାନ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ । ସେଠାରେ ବିଗ ବି ତାଙ୍କୁ ଏଭଳି ପରାମର୍ଶ ଦେଇଥିଲେ ଯେ ଜୀବନରେ କେବେ ବି ତାଙ୍କ ଭଳି ଏତେ ଦିନ ବ୍ରେକ ନ କରିବା ପାଇଁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More