Only for Entertainment

ତେଲୁଗୁ ଫିଲ୍ମରୁ ଅମିତାଭ ବଚ୍ଚନଙ୍କ ଲୁକ ଆସିଲା ସାମ୍ନାକୁ, ଚିହ୍ନିବା ମୁସକିଲ୍ !

40

ବିଗବି ଖୁବ ଶୀଘ୍ର ତେଲୁଗୁ ôଫିଲ୍ମରେ ନଜର ଆସିବେ । ବିଗ ବି ଫିଲ୍ମ ‘ସଈ ରା ନରସିମ†ା ରେଡ୍ଡୀ’ରେ ନଜର ଆସିବେ । ଏଥିରେ ତାଙ୍କର କେମିଓ ରୋଲ ଦେଖିବାକୁ ମିଳିବ । ଫିଲ୍ମରେ ବିଗ ବି ନିଜ ଲୁକ ସହ ଏକ୍ସପେରିମେଂଟ କରିଥିଲେ । ଫିଲ୍ମର ଲୁକ ପୋଷ୍ଟରରେ ସେ ସଫା ଦାଢୀ-କେଶ, ମଥାରେ ଲମ୍ବା ଲୀଲା ଟିକା ଲଗାଇଥିବାର ନଜର ଆସିଛନ୍ତି । ଅଭିନେତା କିଚ୍ଚା ସୁଦୀପ ନରସିମ†ା ରେଡ୍ଡି ଫିଲ୍ମ ସେଟରୁ ବିଗ ବିଙ୍କ ସହ ମୋମେଂଟ ଶେୟାର କରିଛନ୍ତି । ବିଗ ବି ଫଟୋ ଶେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲୟଲାମରେ ରିଲିଜ କରାଯିବ । ଫିଲ୍ମରେ ସୁରେନ୍ଦର ରେଡ୍ଡୀ ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ରାମଚରଣ ଏହାର ପ୍ରଯୋଜନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More