Only for Entertainment

ରିଲିଜ ହେଲା ବିଗ ବି ଏବଂ ଋଷି କାପୁରଙ୍କ ଫିଲ୍ମ ଟ୍ରେଲର, ଦେଖନ୍ତୁ ଅମିତାଭ ଏବଂ ଋଷିଙ୍କ ଆଇକନିକ ଯୋଡିର କମାଲ ।

timesnow
0 51

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ଋଷି କପୁର ଅପକମିଂ ଫିଲ୍ମ ‘୧୦୨ ନଟ ଆଉଟ’ର ଟ୍ରେଲର ରିଲିଜ ହୋଇଯାଇଛି । ନିର୍ଦ୍ଦେଶକ ଉମେଶ ଶୁକ୍ଳା ନିଜ ଫିଲ୍ମ ‘୧୦୨ ନଟ ଆଉଟ’ ଦର୍ଶକଙ୍କ ପାଇଁ କିଛି ନୂଆ ଏବଂ ଖାସ କଥା ନେଇ ଆସିଛି । ଫିଲ୍ମର ଟ୍ରେଲରରେ ପିତା ପୁତ୍ରଙ୍କ କାହାଣୀ ଏଭଳି ଦର୍ଶାଯାଇଛି ଯେ ପିତା ଖୋଲା ସ୍ୱଭାବର ଏବଂ ନିଜକୁ ଯବାନ ମନେ କରୁଥିବା ଦେଖିବାକୁ ମିଳିଛି । ମାତ୍ର ପୁଅ ନିଜର ବୟସ୍କତାକୁ ସ୍ୱୀକାର କରିସାରିଛି । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More