Only for Entertainment

ଅମିତରୁ ଶେହନଶାହ ପର୍ଯ୍ୟନ୍ତ ଅମିତାଭଙ୍କ ଅଦେଖା ଫଟେ । କ୍ୟାପ୍ସନରେ ନଜର ଆସିଲା ବିଗ ବିଙ୍କ ଫନି ଅନ୍ଦାଜ ।

youtube
34

ଅମିତାଭଙ୍କ ଏଭଳି କିଛି ଫଟୋ ରହିଛି ଯେଉଁଥିରୁ ତାଙ୍କ ଜୀବନର କାହାଣୀ ଝଲକୁଛି । ସେ ଅଧିକାଂଶ ସମୟ ତାଙ୍କ ପୁରୁଣା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହିଭଳି କିଛି ଫଟୋର ସମାହାରକୁ ସୋସିଆଲ ମିଡିଆରେ ପୁଣିଥରେ ସେୟାର କରିଛନ୍ତି ବିଗ ବି ।ସେ ତାଙ୍କ ପିଲା ଦିନର କିଛି ଫଟୋ ଶେୟାର କରି ସେଥିରେ ଚମତ୍କାର କ୍ୟାପ୍ସନ ଦେଇଛନ୍ତି ।

ବିଗ ବି ଲେଖିଛନ୍ତିଯେ ଏହି ଫଟୋ ୧୯୪୨ରେ ତାଙ୍କ ଜନ୍ମଠାରୁ ଆରମ୍ଭ କରି ନିଶ ଉଠିବା ପର୍ଯ୍ୟନ୍ତ । ସେ ଅଧିକାଂଶ ସମୟ ତାଙ୍କ ଫିଲ୍ମର ସେଟ ଫଟୋ ମଧ୍ୟ ଶେୟାର କରିଥାନ୍ତି ।ସେ ଫିଲ୍ମ ଦୋସ୍ତାନାର ଫଟୋ ମଧ୍ୟ ଶେୟାର କରିଛନ୍ତି ।

 

ସେଥିରେ ସେ ଲେଖିଛନ୍ତିଯେ,କ୍ୟା ଦିନ ଥେ ।ଅନ୍ୟ ଏକ ଫଟୋରେ ସେ ଛୋଟ ଅଭିଷେକଙ୍କ ହାତ ଧରିଥିବା ସମୟର ଫଟୋ ଶେୟାର କରିଛନ୍ତି ।

ଏହା ସହିତ ସେ ତାଙ୍କ ମାଙ୍କ ସହିତ ଥିବା ଏକ ଫଟୋ ଶେୟାର କରିଛନ୍ତି ଏବଂ ଏହା ୧୯୫୦ ମସିହାର ବୋଲି ଲେଖିଛନ୍ତି ଯେଉଁଥିରେ ତାଙ୍କ ମାେ ତାଙ୍କୁ ଷ୍ଟାଇଲ ବିଷୟରେ ଶିଖାଇଛନ୍ତି ।

ଏହି ଫଟୋକୁ ପଠାଇ ଅମୀର ଲେଖିଥିଲେଯେ ଏହା ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଏନ କରିବା ପାଇଁ ପଠାଇଥିଲେଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁଯେ ସେମାନେ ମୋତେ ରିଜେକ୍ଟ କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More