Only for Entertainment

ବିରାଟ କୋହଲିଙ୍କୁ ନେଇ ଚିଡ଼ାଇଲେ ଅମିତାଭ, ନ ହସି ରହିପାରିଲେ ନାହିଁ ଅନୁଷ୍କା ।

india tv
0 49

ଫିଲ୍ମ ସୁଇ ଧାଗାର ପ୍ରମୋଶନ ପାଇଁ ଅନୁଷ୍କା ଶର୍ମା ଏବଂ ବରୁଣ ଧାୱନ ଅମିତାଭଙ୍କ କେବିସି ମଂଚରେ ପହଂଚିଥିଲେ । ତେଣୁ ସେମାନେ ହଟ ସିଟରେ ବସିଥିଲେ । ସେଠାରେ ଅନୁଷ୍କା ଜଣେ ପ୍ରତିଯୋଗୀଙ୍କ ସହିତ ହଟ ସିଟ ର ଭାଗୀଦାର ହୋଇଥିଲେ । ସେହି ସମୟରେ ଅମିତାଭ ବିରାଟଙ୍କୁ ନେଇ ଅନୁଷ୍କାଙ୍କୁ ଚିଡ଼ାଇଥିଲେ,ଯାହା ଦ୍ୱାରା ଅନୁଷ୍କାଙ୍କ ସମେତ ସେଠାରେ ଉପସ୍ଥିତ ସମସ୍ତ ଦର୍ଶକ ହସିବାକୁ ଲାଗିଲେ । ତେବେ ଏହି ଏପିସୋଡ ଆଜି ରାତି ୯ଟାରେ ଅନ ଏୟାର ହେବ ।ଦେଖନ୍ତୁ ଭିଡ଼ିଓ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More