Only for Entertainment

ଜଣେ ବ୍ୟକ୍ତି ଏକାସାଙ୍ଗେ ଗିଟାର ଏବଂ ଡ୍ରମରେ ବଜାଇଲେ ମ୍ୟୁଜିକ , ଶୁଣିଲେ ଆପଣଙ୍କୁ ମଧ୍ୟ ଆସିଯିବ ମଜା ।

khabarNDTV
0 58

ସୋସିଆଲ ମିଡିଆରେ ଏକ ଭିହିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣଙ୍କ ମଧ୍ୟ ମଜା ଆସିଯିବ । ଏହି ଭିଡିଓକୁ ବିଜନେସମ୍ୟାନ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି । ଆନନ୍ଦ ମହିନ୍ଦ୍ରା ଭାଇରାଲ ଭିଡିଓ ଏବଂ ଫଟୋ ସେୟାର କରନ୍ତି କାରଣ ଯାହାଦ୍ୱାରା ସେ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଚେଷ୍ଟା କରନ୍ତି । ଏଥର ସେ ଏକ ଭିନ୍ନ ଧରଣର ବ୍ୟାଣ୍ଡ ପରଫର୍ମ କରୁଥିବାର ଭିଡିଓ ସେୟାର କରିଛନ୍ତି ।

ସେ ଏହି ପ୍ରତିଭାବାନ ବ୍ୟକ୍ତିଙ୍କୁ ଆୱାର୍ଡ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ଏହାକୁ ସେୟାର କଲା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରିବା ସମୟରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ ଯେ କେହି ବି ଏହାକୁ ସେୟାର କରିଛନ୍ତି ତାଙ୍କୁ ମଧ୍ୟ ଜଣା ନାହିଁ ଏହା ୱାନ ମ୍ୟାନ ବ୍ୟାଣ୍ଡ ଅସଲରେ କେଉଁ ସ୍ଥାନରେ ଜଣା ନାହିଁ । ତାଙ୍କୁ ଲାଗୁଛି ଯେ ସେ ନର୍ଥ ଇଣ୍ଡିଆର କୌଣସି ସ୍ଥାନର ଅଟନ୍ତି । କେହି ତାଙ୍କୁ ଜାଣନ୍ତି କିଁ? ବୋଲି ପ୍ରଶ୍ନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More