Only for Entertainment

ଏହି ବଲିଉଡ ଅଭିନେତ୍ରୀ ନିଆରା ଅନ୍ଦାଜରେ ସେଲିବ୍ରେଟ କଲେ ନିଜ ଜନ୍ମଦିନ !

22

ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର’ରୁ ବଲିଉଡରେ ପାଦ ରଖିଥିବା ଅନନ୍ୟା ପାଣ୍ଡେଙ୍କର ଆଜି ୨୧ତମ ଜନ୍ମ ଦିବସ । ତାଙ୍କ ଜନ୍ମଦିନରେ ବାପା ଚଙ୍କି ପାଣ୍ଡେ, ମା’ ଭାବନା ପାଣ୍ଡେ, କାର୍ତ୍ତିକ ଆର୍ୟନ ଏବଂ ବଲିଉଡ କଳାକାର ତାଙ୍କୁ ଶୁଭକାମନା ଜଣାଇଛନ୍ତି । ନିଜ ୨୧ତମ ଜନ୍ମଦିନରେ ଅନନ୍ୟା ପାଣ୍ଡେ ଫିଲ୍ମ ‘ପତି ପତ୍ନୀ ଔର ୱ’ ସେଟରେ ଛୋଟ ଖୁସି ସେଲିବ୍ରେଟ କରିଛନ୍ତି । ତାଙ୍କ ବର୍ଥଡେ ସେଲିବ୍ରେଶନ ସହ ଜଡିତ ଏକ ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।


ଏଥିରେ ଅନନ୍ୟା ପାଣ୍ଡେ ତାଙ୍କ ପ୍ରି-ବର୍ଥଡେ ସେଲିବ୍ରେଶନରେ ଖୁବ ନାଚୁଥିବାର ନଜର ଆସିଛନ୍ତି । ଭିଡିଓରେ ଅନନ୍ୟା ପାଣ୍ଡେ ଖୁବ କ୍ୟୁଟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More