Only for Entertainment

ଡେବ୍ୟୁ ପୂର୍ବରୁ ଛାଇଲେ ଅନନ୍ୟା ପାଣ୍ଡେ, ଫଟୋସୁଟରେ ନଜର ଆସିଲା ଗ୍ଲାମରସ ଅବତାର

SpotboyE
35

ବଲିଉଡର ଫେମସ ଷ୍ଟାର କିଡ ମାନଙ୍କ ମଧ୍ୟରେ ଅନନ୍ୟା ପାଣ୍ଡେ ଜଣେ । ଅନନ୍ୟା ଖୁବ ଶୀଘ୍ର କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । କ୍ୱୁଟ ଅନ୍ଦାଜ ଏବଂ ନିଜ ଷ୍ଟାଇଲ ପାଇଁ ପରିଚିତ ଅନନ୍ୟା ଡେବ୍ୟୁ ପୂର୍ବରୁ ହିଁ ସୋସିଆଲ ମିଡିଆରେ ଛାଇ ରହିଛନ୍ତି । ନିକଟରେ ଅନନ୍ୟା ନିଜର ପ୍ରଥମ ଫଟୋସୁଟ କରାଇଛନ୍ତି ।

 

View this post on Instagram

 

My first cover!!!! ?❤️ Thank you @elleindia , @supriya.dravid and @malini_banerji for making it so extra special for me! ? I’m so grateful, honoured and of course SUPER happy!!!! ?? . . . Satin shirt, Jacket and pant, #TommyXZendaya @tommyhilfiger. 18K gold and diamond earrings, @mahesh_notandass. ‘T-Wave’, @tissot_official Location courtesy: Piazza Pretoria, Palermo Editor-in-chief: @supriya.dravid Photograph: @stefaniapaparellistudio Styling: @malini_banerji Hair and Make Up: @deepa.verma.makeup Assisted by: @pujarinighosh (styling), @kiddoo11 (intern) Hospitality courtesy: @butera28apartments Flying partner: @alitaliaofficial Special thanks to @italyinindia and @giada_platania, Sicindustria, Partner Of Enterprise Europe Network Assisted by @razaabbasi

A post shared by Ananya ??‍?? (@ananyapanday) on

 

View this post on Instagram

 

Happy happy happy!!!! Grateful grateful grateful!!!! Super super blessed!!! ????❤️❤️ Love you @elleindia @malini_banerji @supriya.dravid ❤️❤️❤️❤️ . . . Satin dress, #TommyXZendaya @tommyhilfiger. 18K gold and diamond earrings, @mahesh_notandass. ‘T-Wave’, @tissot_official Location courtesy: Villa Tasha, Palermo Editor-in-chief: @supriya.dravid Photograph: @stefaniapaparellistudio Styling: @malini_banerji Hair and Make Up: @deepa.verma.makeup Assisted by: @pujarinighosh (styling), @kiddoo11 (intern) Hospitality courtesy: @butera28apartments Flying partner: @alitaliaofficial Special thanks to @italyinindia and @giada_platania, Sicindustria, Partner Of Enterprise Europe Network Assisted by @razaabbasi

A post shared by Ananya ??‍?? (@ananyapanday) on

ଏଲି ମ୍ୟାଗାଜିନ ପାଇଁ ଅନନ୍ୟା ଏହି ଫଟୋସୁଟ କରାଇଛନ୍ତି । ମ୍ୟାଡାଜିନର କଭରରେ ଅନନ୍ୟା ଖୁବ ଷ୍ଟନିଂ ଦେଖାଯାଉଥିବା ବେଳେ ଅନ୍ୟ ଫଟୋ ଗୁଡିକରେ ତାଙ୍କର ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଫଟୋସୁଟର ଫଟୋଗୁଡିକୁ ଅନନ୍ୟା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ଗୁଡିକୁ ତାଙ୍କ ଫ୍ୟାନ୍ସ ମଧ୍ୟ ଖୁବ ପସନ୍ଦ କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଅନନ୍ୟା କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ଜରିଆରେ ବଲିଉଡ ଡେବ୍ୟୁ କରିବେ । ଫିଲ୍ମରେ ଅନନ୍ୟାଙ୍କ ବ୍ୟତିତ ଟାଇଗର ଶ୍ରଫ ଓ ତାରା ସୁତାରିଆ ନଜର ଆସିବେ । ଏହି ଫିଲ୍ମ ବ୍ୟତିତ ଅନନ୍ୟାଙ୍କ ହାତରେ ଆଉ ଏକ ବଲିଉଡ ଫିଲ୍ମ ରହିଛି । ତାହା ହେଉଛି ‘ପତି ପତ୍ନୀ ଔର ୱୋ’ । ଫିଲ୍ମରେ ସେ କାର୍ତ୍ତିକ ଆରନ୍ୟଙ୍କ ଅପୋଜିଟରେ ନଜର ଆସିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଭୂମି ପେଡନେକରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More