Only for Entertainment

ଅନନ୍ୟାଙ୍କ ସହିତ ଅଟୋରେ ବୁଲିବାକୁ ବାହାରିଲେ ସାରା, କ୍ୟାମେରା ଦେଖି.. ।

bollywoodtadka
43

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଅଧିକାଂଶ ସମୟରେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତକାଲି ସଂଧ୍ୟାରେ ଏହି ଦୁଇ ଷ୍ଟାରକିଡସଙ୍କୁ ମୁମ୍ବାଇର ରାସ୍ତାରେ ସ୍ପଟ କରାଯାଇଛି, ତାହା ପୁଣି ଅଟୋ ମଧ୍ୟରେ । ତେବେ ନିହାତି ଭାବରେ ଖବରଟି ଖୁବ ମଜାଦାର । ତେବେ ସେହି ସମୟର କିଛି ଫଟୋ ସାମ୍ନାକୁ ଆସିଛି ।

ଦୁଇଜଣଙ୍କୁ ଅଟୋରେ ବୁଲୁଥିବାର ଦେଖିବାକୁ ମିଳିଛି । ମିଡିଆକୁ ଦେଖି ସାରା ମୁହଁ ଲୁଚାଉଥିବା ବେଳେ ଅନନ୍ୟା କିଛି ବୁଝି ପାରିଲେ ନାହିଁ ଏବଂ ହସିବାକୁ ଲାଗିଲେ । ୱର୍କଫ୍ରଂଟ କଥା କହିବା ଯଦି ସାରା ଗତବର୍ଷ ଫିଲ୍ମ କେଦାରନାଥରେ ଡେବ୍ୟୁ କରିଥିଲେ । ଏହା ସହିତ ତାଙ୍କ ଅଭିନୀତ ସିମ୍ବା ମଧ୍ୟ ସୁପରହିଟ ହୋଇଥିଲା । ଏହି ବର୍ଷ ଅନନ୍ୟା ପାଣ୍ଡେ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର ଟୁରେ ବଲିଉଡରେ ଡେବ୍ୟୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More