Only for Entertainment

ଚୀନରେ ଅନ୍ଧାଧୁନର ରେକର୍ଡ ! ୨୦୦ କୋଟି କ୍ଲବରେ ସାମିଲ ହେଲା ଆୟୁଷ୍ମାନଙ୍କ ଏହି ଫିଲ୍ମ

you tube
33

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଅନ୍ଧାଧୁନ ଚୀନ ବକ୍ସ ଅଫିସରେ ଛାଇ ରହିଛି । ଫିଲ୍ମର କଲେକ୍ସନ ବିଷୟରେ କହିବାକୁ ଗଲେ ଫିଲ୍ମ ଚୀନରେ ରେକର୍ଡ କରି ୨୦୦ କୋଟି କ୍ଲବରେ ସାମିଲ ହୋଇ ସାରିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମ ୨୦୮ କୋଟି ଚୀନରେ ଆୟ କରିଛି ବୋଲି ସୂଚନା ଦେଇଥିଲେ ।

କହିରଖୁଛୁ ଯେ , ଆୟୁଷ୍ମାନ ଖୁରାନୀଙ୍କ ଏହି ଫିଲ୍ମ ୩୨ କୋଟି ବଜେଟରେ ନିର୍ମିତ ହୋଇଥିଲା । ରିପୋର୍ଟ ଅନୁସାରେ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ୭୫ କୋଟି ଆୟ କରିଥିଲା । ସବୁଠାରୁ ବଡ କଥା ହେଉଛି ଯେ, ଫିଲ୍ମ ଭାରତୀୟ ବକ୍ସ ଅଫିସ କଲେକ୍ସନକୁ ପଛରେ ପକାଇ ଚୀନରେ ରେକର୍ଡ ସୃଷ୍ଟି କରିଛି । ଚୀନରେ ପାଖାପାଖି ୫୦୦୦ ସ୍କ୍ରିନରେ ଏହି ଫିଲ୍ମ ରିଲିଜ ହୋଇଥିଲା ।

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ, ଫିଲ୍ମରେ ଆୟୁଷ୍ମାନ କୁରାନା ଆକାଶ ବୂମିକାରେ ନଜର ଆସିଥିଲେ ଯେ ପିଆନୋ ବଜାନ୍ତି ଏବଂ ଅନ୍ଧ ହେବାର ନାଟକ କରନ୍ତି । ଆକାଶର ଲାଇଫରେ ସବୁ ବଦଳି ଯାଏ ଯେତେବେଳେ ସେ ଏକ ମର୍ଡର ନିଜ ଆଖିରେ ଦେଖନ୍ତି । ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତିତ ତବୁ, ଶ୍ରୀରାମ ରାଘବନ ଏବଂ ରିଚା ଚଢା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More