Only for Entertainment

ରିଲିଜ ହେଲା ଫିଲ୍ମ ଅନ୍ଧାଧୁନର ଟାଇଟେଲ୍ ଟ୍ରାକ୍

DNA India
0 24

ଆଗାମୀ ବଲିଉଡ୍ ସସ୍ପେନ୍ସ ଥ୍ରୀଲର୍ ଫିଲ୍ମ ଅନ୍ଧାଧୁନର ଟାଇଟେଲ୍ ଟ୍ରାକ୍ ମୁକ୍ତିଲାଭ କରିଛି । ରଫତାର୍ ଓ ଗିରିଶଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ରଫତାର୍ । ଗୀତର ଲିରିକ୍ସ ଦେଇଛନ୍ତି ରଫତାର୍ ଓ ଗିରିଶ । ଫିଲ୍ମରେ ଅଭିନେତା ଆୟୁଷ୍ମାନ ଖୁରାନା, ତବୁ ଓ ରାଧିକା ଆପତେଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଶ୍ୱେତବ ବର୍ମା । ଫିଲ୍ମରେ ଆୟୁଷ୍ମାନଙ୍କୁ ଜଣେ ଅନ୍ଧ ରୋଲ୍ ପ୍ଲେ କରୁଥିବାର ଦେଖିବାକୁ ମିଳିବ । ଫିଲ୍ମ ୫ ଅକ୍ଟୋବରରେ ରିଲସିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More